PM shares Tweet thread on Aadi Mahotsav in Rourkela

0
1778
Aadi Mahotsav in Rourkela in Odisha

By Our Correspondent

BHUBANESWAR:  The Prime Minister, Shri Narendra Modi has underlined India’s pride in the heritage and culture of our tribal communities.

Replying to a tweet by MLA Shri Bhabani Shankar Bhoi the Prime Minister tweeted :

“An interesting thread on Aadi Mahotsav, which is happening in Rourkela, Odisha. India is proud of the heritage and culture of our tribal communities.”

BJP MLA from Sundargarh’s Talsara Bhabani Shankar Bhoi, in series of tweets, heighted about the Aadi Mahotsav in Rourkela.

‘ଆସନ୍ତୁ ରାଉରକେଲା ଠାରେ ଆମ ଆଦିବାସୀ ପରମ୍ପରା ଓ ସଂସ୍କୃତି ର ସମାଗମ “ଆଦି ମହୋତ୍ସବ” ବୁଲି ଦେଖନ୍ତୁ।ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ରାଉରକେଲା ରେ ଭାରତ ସରକାରଙ୍କ ଟ୍ରାଇଫେଡ ସଂସ୍ଥା ଓ ରାଉରକେଲା ଇସ୍ପାତ କାରଖାନା ର ମିଳିତ ଆନୁକୁଲ୍ୟରେ “ଆଦି ମହୋତ୍ସବ” ଆଜି ଠାରୁ ଭଞ୍ଜ ଭବନ ପଡ଼ିଆ ରେ ଆରମ୍ଭ ହୋଇଛି. ଏହା ଦେଖି ଅତ୍ୟନ୍ତ ଖୁସି ଲାଗିଲା । ଆପଣ ଥରେ ଆସି ଏହା ନିଶ୍ଚୟ ବୁଲିଦେଖିବେ ବୋଲି ଆଶା କରୁଛି। ପାରମ୍ପାରିକ ଢୋଲ ମାଦଳ ଓ ସଙ୍ଗୀତ ର ମୂର୍ଚ୍ଛନା ରେ ଆଦିବାସୀ ଭାଇ ଓ ଭଉଣୀ ମାନଙ୍କ ଦ୍ଵାରା ସୁନ୍ଦର ନୃତ୍ୟ ସାଙ୍ଗକୁ ପାରମ୍ପରିକ ଖାଦ୍ୟ ର ଏକ ନିଆରା ଅନୁଭବ ପାଇପାରିବେ.’ MLA Bhoi said.

“ଆଦି ମହୋତ୍ସବ ଆଦିବାସୀ ସଂପ୍ରଦାୟ ଙ୍କର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ର ଏକ ସୁନ୍ଦର ପ୍ଲାଟଫର୍ମ ହୋଇ ପାରିଛି। ଆଦି ମହୋତ୍ସବ ପୀଢ଼ି ପରେ ପିଢ଼ି ଧରି ଜନ୍ମ ଗତ ଭାବେ ଦେଶ ର ବିଭିନ୍ନ ରାଜ୍ୟ ର ଆଦିବାସୀ କଳା, ଭାସ୍କର୍ଯ୍ୟ ଓ କୁଟୀର ଶିଳ୍ପ ର କାରିଗର ମାନଙ୍କ ଦ୍ୟାରା ପ୍ରସ୍ତୁତ ଦ୍ରବ୍ୟ ଗୁଡ଼ିକ ବିକ୍ରି ତଥା ପ୍ରଚାର ପ୍ରସାର ପାଇଁ ସର୍ବୋତ୍କୃଷ୍ଟ ସ୍ଥାନ ଅଧିକାର କରିଛି। ଆଦି ମହୋତ୍ସବ ରେ ଟ୍ରାଇଫେଡ ପକ୍ଷରୁ ଲଘୁ ବନ୍ୟଜାତ ସାମଗ୍ରୀ, ପାରମ୍ପାରିକ ଖାଦ୍ୟ ପେୟ ର ପ୍ରଚାର ପ୍ରସାର ଦ୍ଵାରା ବନବାସୀ ଙ୍କ ଜୀବନ ଶୈଳୀ ରେ ଅଦ୍ଭୂତ ପୂର୍ବ ପ୍ରଗତୀ ପରିଲକ୍ଷିତ ହୋଇଛି। ପ୍ରଥମ ଥର ପାଇଁ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଜୀ ଙ୍କ ସରକାର ରେ ପ୍ରଥମ ଥର ପାଇଁ ୧୯୯୯ ମସିହା ରେ ସ୍ବତନ୍ତ୍ର ଭାବେ ଆଦିବାସୀ ମନ୍ତ୍ରାଳୟ ଖୋଲା ଯାଇ ଟ୍ରାଇଫେଡ ମାଧ୍ୟମ ରେ ଜନଜାତି ଲୋକଙ୍କର ହାତ ତିଆରି ଜିନିଷ ଗୁଡ଼ିକର ପ୍ରଚାର ପ୍ରସାର ଓ ବିକ୍ରୀବଟା ବୃଦ୍ଧି କରିବା ପାଇଁ ହୋଇ ଥିବା ଉଦ୍ୟମ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ନେତୃତ୍ବରେ ଜନଜାତି ସମ୍ପ୍ରଦାୟ ଙ୍କ ଜୀବନ ଶୈଳୀ ରେ ଅଦ୍ଭୂତ ପୂର୍ବ ପ୍ରଗତି ଆଣିଛି । ଏହା ର ଜ୍ଵଳନ୍ତ ଉଦାହରଣ ରାଉରକେଲା ଭଞ୍ଜ ଭବନ ପଡ଼ିଆ ଠାରେ ହେଉଥିବା “ଆଦି ମହତ୍ସୋଭ” ବୁଲି ଦେଖିଲେ ଜାଣି ଏବଂ ଅନୁଭବ କରି ପାରିବେ,’ he added.

LEAVE A REPLY

Please enter your comment!
Please enter your name here