Pahal PS Case No-223, accused arrested , know details

0
416
Kirti Chandra Nayak aka Juma (30), S/O- Kedar Nayak of Vill- Bandha Sahi, Haridaspur, PS- Pahal, Bhubaneswar UPD

By Our Correspondent

BHUBANESWAR:  Pahal PS Case No-223, dtd-14.07.2023, U/S- 379 IPC.

PO:Maharatha Vidyapitha, Naharkanta, PS- Pahal, BBSR UPD.

Gist of the FIR:

ଆଜି ପାହାଳ ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ନହରକଣ୍ଟା ଠାରେ ଥିବା ମହାରଥ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ । ଗତ ତା.୧୪.୦୭.୨୦୨୩ ରିଖ ଅପରାହ୍ନରେ ମୁଷଳ ଧାରାରେ ବର୍ଷା ହେଉଥିବାର ସୁଯୋଗ ନେଇ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ଜଣେ ସହଯୋଗୀ ସ୍କୁଲ ପରିସର ମଧ୍ୟରେ ପଶି ଛାତ୍ରଛାତ୍ରୀ ମାନଙ୍କୁ ଭୟଭୀତ କରିବା ସହିତ ଭିତରେ ଥିବା କେତେଗୁଡିଏ ଲୁହାର କବାଟ ଓ ଝରକା ଚୋରୀକରି ନେଇଯାଇଥିଲେ ।

ଅଭିଯୋଗକାରୀଙ୍କ ଅଭିଯୋଗ ପରେ ପାହାଳ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ହଂସପାଳ ଛକ ନିକଟରେ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ଚୋରୀ ସାମଗ୍ରୀକୁ ମଧ୍ୟ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତ କୀର୍ତ୍ତିଚନ୍ଦ୍ର ନାୟକ ଓରଫ ଜୁମାଙ୍କ ନାମରେ ପୂର୍ବରୁ ମଧ୍ୟ ପାହାଳ ଥାନାରେ ଏକ ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି ।ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି । 

Name & Address of Accused person:

1.         Kirti Chandra Nayak aka Juma (30), S/O- Kedar Nayak of Vill- Bandha Sahi, Haridaspur, PS- Pahal, Bhubaneswar UPD.

Article Seized:

1.         Stolen Aricles.

LEAVE A REPLY

Please enter your comment!
Please enter your name here