Pahal PS Case No-221, five accused arrested and forwarded to Court, know details

0
412
Pahal PS Case No-221, five accused arrested and forwarded to Court, know details

By Biswanath Dash

BHUBANESWAR: Pahal PS Case No-221, dtd.13.07.2023, U/S-341/294/323/379/34 IPC.

PO:Mandaria Village Road, PS- Pahal, Bhubaneswar UPD.

Gist of the Case:

ପାହାଳ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ରବିନାରାୟନ ବିଷୋୟୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରି ନିମ୍ନୋକ୍ତ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ବୃତ୍ତିରେ ଜଣେ ଡ୍ରାଇଭର । ଘଟଣା ଦିନ ସେ OD-02-G-6707 ନମ୍ବର ବିଶିଷ୍ଟ ଏକ ହାଇୱା ଟ୍ରକ ଚଳାଇ ମନ୍ଦାରିଆ ଗ୍ରାମ ରାସ୍ତାରେ ଯାଉଥିବା ସମୟରେ ମନ୍ଦାରିଆ ପାଟଣା ଗ୍ରାମର ନିମ୍ନୋକ୍ତ ପାଞ୍ଚଜଣ ଅଭିଯୁକ୍ତ ତାଙ୍କୁ ରାସ୍ତାରେ ଜୋରଜବରଦସ୍ତ ଅଟକାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଅଭିଯୋଗକାରୀ ଜଣକ ତାଙ୍କ ମାଲିକଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ ।

ମାଲିକଙ୍କ ନିକଟରୁ ଘଟଣା ସମ୍ପର୍କରେ ସୂଚନା ପାଇ ପାହାଳ ଥାନାର ପିସିଆର-୨୫ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚି ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କ କବଳରୁ ଅଭିଯୋଗକାରୀଙ୍କୁ ଉଦ୍ଧାର କରି ସମ୍ପୃକ୍ତ ହାଇୱା ଟ୍ରକ ସହିତ ଥାନାକୁ ଆଣିଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ପାହାଳ ଥାନା ପୁଲିସ ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ନିଜ ଦୋଷ ସ୍ଵୀକାର କରିଥିଲେ ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

1.Rajat Kumar Sahoo (60), S/o- Late Ramachandra Sahoo, Village- Mandariapatna, Po- Jagannathapur Ps-Pahal, Bhubaneswar UPD.

2.Lokanatha Sahoo (30), S/o- Sarat kumar Sahoo, Village- Mandariapatna, Po- Jagannathapur Ps-Pahal, Bhubaneswar UPD.

3.Prasanta Kumar Sahoo (28), S/o- Jachindra Sahoo, Village- Mandariapatna, Po- Jagannathapur Ps-Pahal, Bhubaneswar UPD.

4.Biswanatha Sahoo, S/o- Sarat Kumar Sahoo, Village- Mandariapatna, Po- Jagannathapur Ps-Pahal, Bhubaneswar UPD.

5.Bhabani Sankar Sahoo (23), S/o- Prasanta Kumar Sahoo, Village- Mandariapatna, Po- Jagannathapur Ps-Pahal, Bhubaneswar UPD.

LEAVE A REPLY

Please enter your comment!
Please enter your name here