By Our Correspondent
BHUBANESWAR: BJP on Monday alleged that Odisha Rural polls violence has crossed all its limits in Chief Minister Naveen Patnaik’s home district of Ganjam, BJD General Secretary (Orgaisation), Pranab Das’s home district Jajpur and BJD Youth Wing State president, Byamokesh Ray’s Bhadrak.
ବିଜେଡି ନେତା ଓ ମନ୍ତ୍ରୀମାନେ ହିଂସା ଓ ଅଶାନ୍ତ ବାତାବରଣ ସୃଷ୍ଟିକାରୀ କରୁଛନ୍ତି । ଭୋଟିଂ ବେଳେ ଅଧିକ ଗୁଣ୍ଡାଗର୍ଦ୍ଦି ସହ ହିଂସାକାଣ୍ଡ ଘଟିଥିବା ତିନୋଟି ଜିଲ୍ଲା ହେଉଛି; ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଗଂଜାମ, ବିଜେଡି ସଂଗଠନ ସଂପାଦକଙ୍କ ଗୃହ ଜିଲ୍ଲା ଯାଜପୁର ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତିଙ୍କ ଗୃହ ଜିଲ୍ଲା ଭଦ୍ରକ , BJP leader Golak Mohapatra said.
ମହିଳା ସାମ୍ବାଦିକା ତୃପ୍ତିଲତା ସାହୁଙ୍କୁ ଅଶ୍ଳୀଳ ଗାଳି ଏବଂ ମାଡ ମରିବା ଘଟଣାର ୩ ଦିନ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରାଯାଇନାହିଁ । ବିଂଝାରପୁର ଘଟଣାରେ ୬-୭ଜଣ ସଂପୃକ୍ତ ଥିବାର ଭିଡିଓ ଭାଇରାଲ ହେବାବେଳେ ଅଭିଯୁକ୍ତ ଭାବେ ୪୨ଜଣ ପୁରୁଷ ଓ ମହିଳାଙ୍କୁ ଗିରଫ କରାଯାଇ ମୁଖ୍ୟ ଆସାମୀଙ୍କୁ ଖସାଇ ଦେବାର ବିରାଟ ଷଡଯନ୍ତ ରଚାଯାଇଛି।, Mohapatra alleged.
ହିଂସା ଓ ଅଶାନ୍ତ ବାତାବରଣ ସୃଷ୍ଟିକାରୀଙ୍କୁ ନିଜ ଦଳରେ ପ୍ରାଧାନ୍ୟ ଦେଇ ରାଜ୍ୟରେ ଅରାଜକତାକୁ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହିତ କରୁଛନ୍ତି । କରୋନା ମହାମାରୀ ହେଉ କିମ୍ବା ପଂଚାୟତ ନିର୍ବାଚନ ହେଉ; ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବିଜେପି ସବୁବେଳେ ଚିନ୍ତିତ ।, the BJP leader added.