Nayapalli PS Case No-507, accused arrested

0
356
Prasanna Jyoti Malla aka Linkan (26), S/O- Kamalakanta Malla of Vill- Ohala, PS- Jagatsinghpur Town, Dist- Jagatsinghpur

By Biswanath Dash

BHUBANESWAR:  Nayapalli PS Case No.507, dtd.31.10.2023, U/s-379 IPC.PO: Plot No.N-5/404, IRC Village, PS- Nayapalli,  Bhubaneswar UPD.

Gist of the Case:

ନୟାପଲ୍ଲୀ ଥାନା ପୁଲିସ ଅଭିଯୋଗକାରୀ ମନୋରଞ୍ଜନ ମଲ୍ଲିକଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତ ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜର ପ୍ଲଟ ନମ୍ବର- ଏନ ୫/୪୦୪ ରେ ରୁହନ୍ତି । ଘଟଣା ଦିନ ସେ ନିଜ OD-02-X-8913 ନମ୍ବର ବିଶିଷ୍ଟ ସ୍କୁଟିକୁ ଘର ସମୁଖରେ ରଖି ଭିତରକୁ ଯାଇଥିବା ବେଳେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଉକ୍ତ ସ୍କୁଟିକୁ ସେଠାରୁ ଚୋରିକରି ନେଇଯାଇଥଲେ । ଘର ଭିତରୁ ଫେରି ଅଭିଯୋଗକାରୀ ଜଣକ ନିଜ ସ୍କୁଟିର ସନ୍ଧାନ ନପାଇ ଶେଷରେ ନୟାପଲ୍ଲୀ ଥାନାର ଦ୍ଵାରସ୍ଥ ହୋଇଥିଲେ ।

ଘଟଣାର ଅଭଯୋଗ ପରେ, ନୟାପଲ୍ଲୀ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲେ । ମାମଲାର ତଦନ୍ତ କାଳରେ ଏକ ବିଶ୍ଵସ୍ତ ସୂତ୍ରକୁ ଆଧାର କରି ପୁଲିସ ରେଣ୍ଟାଲ୍ କଲୋନୀ ଅଞ୍ଚଳରେ ଚଢଉ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତଙ୍କ ହେପାଜତରୁ ଦୁଇଟି ଚୋରା ସ୍କୁଟି ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

1.         Prasanna Jyoti Malla aka  Linkan (26), S/O- Kamalakanta Malla of Vill- Ohala, PS- Jagatsinghpur Town, Dist- Jagatsinghpur.

Article Seized:

1.         One Honda Activa, bearing Regd. No.OD-02-9032.

2.         One Honda Activa, bearing Regd. No.OD-02-X-8913.

LEAVE A REPLY

Please enter your comment!
Please enter your name here