Nayapalli PS Case No- 475, two accused arrested

0
411
Muralidhar Barik (33) S/O-Brundaban Barik of Bachhipur, PS-Basudevpur, Dist-Bhadrak and S.Sagar Reddy (20) S/O-S.Prakash Reddy of Padmanavapur, PS-Digapahandi, Dist-Ganjam, both are of At/Pr-Nilachakranagar, Saliasahi, PS- Maitri Vihar, BBSR

By Biswanath Dash

BHUBANESWAR:  Nayapalli PS Case No- 475 Dt. 11.10.2023 U/s-341/294/323/307/506/427/34 IPC. PO: The High Me Up Bar, PS- Nayapalli, BBSR UPD.

Gist of the Case:

ନୟାପଲ୍ଲି ଥାନା ପୁଲିସ ଅଭିଯୋଗକାରୀ ଦୀପକ କୁମାର ସ୍ଵାଇଁଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା ୧୦.୧୦.୨୦୨୩ ରିଖରେ ନୟାପଲ୍ଲି ଅଞ୍ଚଳରେ ଥିବା ଦି ହାଇ ମି ଅପ ବାର ବନ୍ଦ ହୋଇଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଓ ତାଙ୍କର କିଛି ସହଯୋଗୀ ସେଠାକୁ ଆସିଥିଲେ ଏବଂ ମଦ କିଣିବା ପାଇଁ ଦାବି କରିଥିଲେ । ଉକ୍ତ ବାର ଟି ବନ୍ଦ ହୋଇଥିବାରୁ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ସେମାନଙ୍କୁ ମଦ ବିକ୍ରୟ କରିବା ପାଇଁ ମନା କରିଦେଇଥିଲେ ।

ଏଥିରେ ଅଭିଯୁକ୍ତ ମାନେ ଉତ୍ୟକ୍ତ ହୋଇ ବାର କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହ ବାର କୁ ଲକ୍ଷ କରି ଇଟା ଓ ଟାଇଲ୍ସ ଫୋପାଡି ମାରିଥିଲେ । ଏହା ପରେ ଅଭିଯୁକ୍ତ ମାନେ ଉକ୍ତ ବାର କବାଟ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ କରିବା ସହ ମରଣାସ୍ତ୍ର ରେ ବାର ର ମାଲିକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏଥିରେ ବାର ମାଲିକ ଗୁରୁତର ହେବା ସହ ଉକ୍ତ ବାର ର କର୍ମଚାରୀ ମାନେ ମଧ୍ୟ ଆହତ ହୋଇଥିଲେ।

ପିସିଆର ଘଟଣା ସ୍ଥଳରେ ପହଞ୍ଚି ଜଣେ ଅଭିଯୁକ୍ତଙ୍କୁ କାବୁ କରିଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ଓ ତାଙ୍କର ଅନ୍ୟ ସହଯୋଗୀମାନେ ଘଟଣା ସ୍ଥଳରୁ ଖସି ପଳାଇଥିଲେ । ଅଭିଯୋଗକାରୀ ଏନେଇ ନୟାପଲ୍ଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ବିଶେଷ ସୂତ୍ରରୁ ଖବର ପାଇ ନିମ୍ନୋକ୍ତ ଅଭିଯୁକ୍ତ ଦୁହିଁଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଦୁହେଁ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଥିବା ସ୍ଥଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଚେଷ୍ଠା ଜାରି ରହିଛି । 

Accused Name and Address:

Muralidhar Barik (33) S/O-Brundaban Barik of Bachhipur, PS-Basudevpur, Dist-Bhadrak and S.Sagar Reddy (20) S/O-S.Prakash Reddy of Padmanavapur, PS-Digapahandi, Dist-Ganjam, both are of At/Pr-Nilachakranagar, Saliasahi, PS- Maitri Vihar, BBSR,.

LEAVE A REPLY

Please enter your comment!
Please enter your name here