Nayapalli PS Case No-159, two accused arrested

0
372

By Biswanath Dash

BHUBANESWAR: Nayapalli PS Case No-159, Dtd.25.04.2023, U/S- 21(b) (ii) (C) NDPS Act.PO: Fire station Chhak, PS- Nayapalli, Bhubaneswar UPD.

Gist of the FIR:

ଆଜି ସକାଳ ସମୟରେ ରସୁଲଗଡ ପାର୍ଶ୍ଵରୁ ବରମୁଣ୍ଡା ଅଞ୍ଚଳକୁ ଗୋଟିଏ ମହିନ୍ଦ୍ରା ଆଲଫା ଗାଡିରେ ବେଆଇନ ଗଞ୍ଜେଇ ପରିବହନ ହେଉଥିବାର ସୂଚନା ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିଲା । ଏହି ସୂଚନା ଆଧାରରେ ନୟାପଲ୍ଲୀ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଫାୟାର ଷ୍ଟେସନ୍ ନିକଟରେ ଅତର୍କିତ ଚଢଉ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତ ମାନଙ୍କ ହେପାଜତରୁ ୨୨ କେଜି ୫୩୨ ଗ୍ରାମ ଓଜନର ଓଜନର ଗଞ୍ଜେଇ, ୩,୩୦୦/- ଟଙ୍କା ଏବଂ ଗୋଟିଏ ମହିନ୍ଦ୍ରା ଆଲଫା ଗାଡି ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତମାନେ ନିଜ ହେପାଜତରେ ରଖିଥିବା ଗଞ୍ଜେଇର କୌଣସି ସ୍ଵିକୃତୀପତ୍ର ଦେଖାଇ ପାରିନଥିବା ସ୍ଥଳେ ବେଆଇନ ପରିବହନ କରୁଥିବା ନେଇ ସ୍ଵୀକାର କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ନୟାପଲ୍ଲୀ ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।

ବିଦ୍ର: ଜନସାଧାରଣମାନେ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟ୍ସଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name & Address of Accused person:

Bauri Bandhu Sahoo(64),S/o- Lt. Dukha Bandhu Sahoo, At- Barada, PS- Gaondia, Dist- Dhenkanal, At/pr- Paikanagar, PS- Nayapalli, BBSR &

Jenish Nayak(38), S/o- Robert Nayak, At- Jhileki, PS- Adava, Dist- Gajapati, At/pr- Ray No- 604, Shantipalli Basti, PS- Saheednagar, BBSR.

Article Seized:

22.532kgs of Contraband Ganja,

Cash of Rs. 3,300/-

One Mahindra Alfa Auto, bearing Regd.no- OR-02-BQ-9941.

LEAVE A REPLY

Please enter your comment!
Please enter your name here