Nayapalli PS Case No.123: With arrest of 5 More Bouncers, figures reach at 14

0
444
Srinibas Sahoo @Bapi (43), S/0- Late Daitari Sahoo, At- Patani, PS- Baidheswar, Dist- Cuttack, At/pr- Nilachakra Nagar, Saliasahi, PS- Maitree Vihar, Bhubaneswar UPD. ,Sandip Nath @Tulu (33), S/O- Rabindra Nath, At- Dhabalahara, PS- Balianta, Bhubaneswar, At/pr- Mahavir Nagar, Saliasahi, PS- Maitree Vihar, BhubaneswarUPD. ,Prasant Kumar Swain @Litu (40), S/0- Late Krushna Chandra Swain, At- Alibimal Bazar, PS/Dist- Jagatsinghpur, At/pr- Nirankari Nagar, Saliasahi, PS- Maitree Vihar, Bhubaneswar UPD. ,Subash @Aditya Paikray (46), S/O- Late Krushna Chandra Paikray, At- Daruthenga, PS- Chandaka, Bhubaneswar, At/pr- Sitaram Bazar, PS- Baranga, Dist- Cuttack. ,Nabakishore Parida @Naba (40), S/O- Kailash Parida, At-Patana, PS-Balianta, Bhubaneswar UPD

By Biswanath Dash

BHUBANESWAR:   Ref: Nayapalli PS Case No.123, dtd.25.03.2023, U/S-395 IPC.PO: Plot No.1470, Nayapalli, PS- Nayapalli, Bhubaneswar UPD.

Gist of the Case:

ଅଭିଯୋଗକାରୀଙ୍କ ସମ୍ପୃକ୍ତ ଥାନା ଅନ୍ତର୍ଗତ ଏନଏଚ ପାର୍ଶ୍ୱରେ ଥିବା ପ୍ଲଟ୍ ନଂ-୧୪୭୦ରେ କେବିଏମ କନଷ୍ଟ୍ରକ୍ସନ ନାମରେ ଏକ ଦୋକାନ ଥିଲା । ତା.୨୪.୦୩.୨୦୨୩ ରିଖ ରାତିରେ କେତେକ ଅପରାଧୀ ଶ୍ରେଣୀୟ ବ୍ୟକ୍ତି ବିଶେଷ ତାଙ୍କ ଦୋକାନରୁ ମୁଲ୍ୟବାନ ସାମଗ୍ରୀ ସବୁକୁ ଲୁଟ କରିବା ସହିତ ଜେସିବି ମେସିନ ବ୍ୟବହାର କରି ଉକ୍ତ ଦୋକାନଙ୍କୁ ସମ୍ପୂର୍ଣ ଭାଙ୍ଗିଦେଇଥିଲେ । ଠିକ ସେହିପରି ଉକ୍ତ ପ୍ଲଟରେ ଚାଲୁଥିବା ଅନ୍ୟ ଏକ ଦୋକାନକୁ ସମ୍ପୃକ୍ତ ଅପରାଧୀମାନଙ୍କ ଦ୍ୱାରା ଭାଙ୍ଗି ଦିଆଯାଇଥିବା ନେଇ ଅନ୍ୟ ଏକ ପୃଥକ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ତା.୨୪.୦୩.୨୦୨୩ ରିଖ ବିଳମ୍ବିତ ରାତିରେ ସମ୍ପୃକ୍ତ ଦୋକାନଗୁଡିକୁ ଭାଙ୍ଗିବାବେଳେ ଅପରାଧୀ ମାନେ ଭୟଙ୍କର ବାତାବରଣ ସୃଷ୍ଟି କରିବା ସହିତ ମୂଲ୍ୟବାନ ଜିନିଷ ସବୁକୁ ଲୁଟି ନେଇଥିଲେ ।

ଅନୁସନ୍ଧାନ ସମୟରେ ଏହା ମଧ୍ୟ ଜଣାପଡିଛି ଯେ, ଦୋକାନ ନିର୍ମାଣ ହୋଇଥିବା ଜମିର ଏକ ଅଂଶ କିଣିଥିବା ଜଣେ ବ୍ୟକ୍ତି ଉକ୍ତ ଜମିକୁ ନିଜ ଅଧିକାରକୁ ନେବା ପାଇଁ କିଛି ସ୍ଥାନୀୟ ଅପରାଧୀଙ୍କ ସହାୟତା ନେଇଥିଲେ । ତଦନୁସାରେ, ସମ୍ପୃକ୍ତ ଅପରାଧୀମାନେ ଏକ ଯୋଜନା ପ୍ରସ୍ତୁତ କରିବା ସହିତ ବାଇକ, କାର, ବସ୍, ଓ ଅନ୍ୟାନ୍ୟ ଯାନ ସହାୟତାରେ ଘଟଣା ସ୍ଥଳକୁ ଆସିବା ସହ ଜେସିବି ମେସିନ ବ୍ୟବହାର କରି ଦୋକାନ ଗୃହ ସହିତ ସମସ୍ତ ସରଞ୍ଜାମକୁ ଭାଙ୍ଗି ନଷ୍ଟ କରିଦେଇଥିଲେ ।

ଦୋକାନ ମାଲିକ ଘଟଣା ସ୍ଥଳରେ ଯେତେବେଳେ ଏହାକୁ ବିରୋଧ କରିଥିଲେ ଏବଂ କିଛି ସ୍ଥାନୀୟ ବାସିନ୍ଦା ଏହି ଘଟଣାର ଫଟୋ ଉତ୍ତୋଳନ କରିଥିଲେ, ଅପରାଧୀମାନେ ସେମାନଙ୍କ ଠାରୁ ବଳପୂର୍ବକ ମୋବାଇଲ୍ ଫୋନ୍ ଛଡାଇ ନେଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ଥିବା ଅପରାଧୀ ମାନେ କିଛି ମହିଳା ଅପରାଧୀ ମାନଙ୍କ ସହାୟତା ମଧ୍ୟ ନେଇଥିଲେ ।

ଘଟଣାର ଅଭିଯୋଗ ପରେ, ନୟାପଲ୍ଲୀ ଥାନା ପୁଲିସ ମାମଲା ରୁଜୁକରି ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ସହିତ ମାମଲାରେ ଜଡ଼ିତ ଥିବା ୨ ଜଣ ମହିଳାଙ୍କୁ ମିଶାଇ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ପୁର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ବିଶେଷ ସୂତ୍ରରୁ ଖବର ପାଇ ଚଢଉ ଜରିଆରେ ନିମ୍ନୋକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ।

ଉପରୋକ୍ତ ମାମଲାରେ ଏଯାବତ ୧୪ ଜଣ ଅଭିଯୁକ୍ତ ଗିରଫ ହୋଇସାରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ଲାଗି ପ୍ରୟାସ ଜାରି ରହିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

1.         Srinibas Sahoo @Bapi (43), S/0- Late Daitari Sahoo, At- Patani, PS- Baidheswar, Dist- Cuttack, At/pr- Nilachakra Nagar, Saliasahi, PS- Maitree Vihar, Bhubaneswar UPD.

2.         Sandip Nath @Tulu (33), S/O- Rabindra Nath, At- Dhabalahara, PS- Balianta, Bhubaneswar, At/pr- Mahavir Nagar, Saliasahi, PS- Maitree Vihar, BhubaneswarUPD.

3.         Prasant Kumar Swain @Litu (40), S/0- Late Krushna Chandra Swain, At- Alibimal Bazar, PS/Dist- Jagatsinghpur, At/pr- Nirankari Nagar, Saliasahi, PS- Maitree Vihar, Bhubaneswar UPD.

4.         Subash @Aditya Paikray (46), S/O- Late Krushna Chandra Paikray, At- Daruthenga, PS- Chandaka, Bhubaneswar, At/pr- Sitaram Bazar, PS- Baranga, Dist- Cuttack.

5.         Nabakishore Parida @Naba (40), S/O- Kailash Parida, At-Patana, PS-Balianta, Bhubaneswar UPD.

LEAVE A REPLY

Please enter your comment!
Please enter your name here