Nayapalli PS Case No-115, accused arrested, 7 Gold Chains seized

0
352

By Biswanath Dash

BHUBANESWAR: Nayapalli PS Case No-115, dtd.21.03.2023, U/S-392 IPC.PO:NH-16 Over Bridge, Near Iskon Temple, PS- Nayapalli, BBSR UPD.

Gist of the FIR:

ଗତ ତା.୨୧.୦୩.୨୦୨୩ ରିଖରେ ଅଭିଯୋଗକାରୀ ଶ୍ରୀ ଆକାଶ କୁମାର ଗୁପ୍ତାଙ୍କ ଅଭିଯୋଗ ଭିତ୍ତିରେ ନୟାପଲ୍ଲୀ ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରିବା ସହ ଆଜି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । 

ସୂଚନାଯୋଗ୍ୟ ଯେ, ଘଟଣା ଦିନ ଅଭିଯୋଗକାରୀ ଜଣକ ନିଜ ବନ୍ଧୁଙ୍କ ଭଉଣୀ ବିବାହ ଉତ୍ସବରେ ଯୋଗଦାନ କରିବା ନିମନ୍ତେ ପାତ୍ରପଡା ଅଞ୍ଚଳରୁ ବାଲିଅନ୍ତା ଯାଉଥିବା ବେଳେ ଏନଏଚ-୧୬ ପାର୍ଶ୍ଵରେ ଇସ୍କନ ମନ୍ଦିର ସମୁଖରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ OD-02-BV-5834 ନମ୍ବର ବିଶିଷ୍ଟ ଏକ ପଲସର ମୋଟରସାଇକେଲ ଯୋଗେ ପଛ ପାଖରୁ ଦ୍ରୁତଗତିରେ ଆସି ତାଙ୍କ ବେକରୁ ଏକ ସୁନା ଚେନ ଛିଣ୍ଡାଇ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାର ଅଭିଯୋଗ ପରେ ନୟାପଲ୍ଲୀ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବ ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲ।

 ଛାନଭିନ ସମୟରେ ପୁଲିସ ଅଭିଯୁକ୍ତଙ୍କ ନିକଟରୁ ୭ଗୋଟି ସୁନା ଚେନ ଏବଂ ଅପରାଧରେ ବ୍ଯବହୃତ ମୋଟରସାଇକେଲକୁ ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ତଦନ୍ତରୁ ଏହା ମଧ୍ୟ ଜଣା ପଡିଛି ଯେ, ନିମ୍ନୋକ୍ତ ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ ଅଟନ୍ତି । ତାଙ୍କ ନାମରେ ପୂର୍ବରୁ ମଧ୍ୟ ଭୁବନେଶ୍ବର ସହରର ବିଭିନ୍ନ ଥାନାରେ ୧୫ଗୋଟି ଅପରାଧିକ ମାମଲା ରହିଛି ।  ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused person:

1.         Chandan @Bishnu Prasad Jena (21), S/O- Late Subash Chandra Jena, At- Dalimba Garadi, PS- Konark, Dist- Puri.

Article Seized:

1.         7nos of Gold Chains.

2.         One Pulsar M/C, bearing Regd. No.OD-02-BV-5834.

LEAVE A REPLY

Please enter your comment!
Please enter your name here