By Our Correspondent
DEOGARH/BHUBANESWAR: Chief Minister Naveen Patnaik on Saturday launched distribution of Smart Health Cards for the people of north central districts of Deogarh.“ବିଜୁ ବାବୁ ଦେବଗଡ଼କୁ ଜିଲ୍ଲାର ମାନ୍ୟତା ଦେଇଥିଲେ। ଏବେ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବଗଡ଼ ପ୍ରଗତିପଥେ ଆଗେଇ ଚାଲିଛି। ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ବିଜୁଳି ଆଦି ଭିତ୍ତିଭୂମିର ବିକାଶ ଉପରେ ଆମେ ଗୁରୁତ୍ୱ ଦେଇଛୁ। ଆଜି ଲୋକାର୍ପିତ ଓ ଶିଳାନ୍ୟାସ କରିଥିବା ପ୍ରକଳ୍ପଗୁଡ଼ିକ ଏହି ଧାରାକୁ ଆହୁରି ମଜବୁତ କରିବ।,” Chief Minister said.
ଜିଲ୍ଲାର ୨.୭୦ଲକ୍ଷ ଲୋକଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ପ୍ରଦାନ କରାଯିବ। ଚିକିତ୍ସା ପାଇଁ ଏହି କାର୍ଡ ହେବ ସବୁଠୁ ବଡ଼ ସାଥି। ସ୍ୱାସ୍ଥ୍ୟଗତ ସମସ୍ୟା ସମୟରେ ଲୋକେ ବିନା କାଗଜପତ୍ରରେ ₹୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ। ସବୁଠୁ ବଡ଼ ଖୁସିର କଥା ଯେ ଏବେ ସୁଦ୍ଧା ୧୦ଲକ୍ଷ ଲୋକ ଏହି କାର୍ଡ ପାଇସାରିଲେଣି।, he added.
ଦେବଗଡ଼ ଓଡ଼ିଶା ପାଇଁ ପ୍ରକୃତିର ବରଦାନ। ଏହାର ପରିବେଶ ଓ ପ୍ରାକୃତିକ ଶୋଭା ବେଶ ମନୋରମ। ଏଠାକାର ବାସିନ୍ଦାଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡର ବଣ୍ଟନ ସହ ୭୦୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରି ମୁଁ ବହୁତ ଖୁସି।, Patnaik said.