Naveen Patnaik-Dharmendra Pradhan-Baijayant Panda Condoles the Death of Manorama Mohapatra

0
606

By Our Correspondent

BHUBANESWAR: Odisha Chief Minister Naveen Patnaik, Union Education and Skill Development Minister Dharmendra Pradhan and BJP National VP and Chairperson of expert committee on NCC, Baijayant Jay Panda on Saturday evening deeply condoled the death of noted writer, social activist and former Editor of Samaj, Odia Daily, Manorama Mohapatra. Mohapatra passed away on Saturday evening. She was 87. She was honoured with Sahitya Academy Award in 1984, Soviet Nehru Award in 1988, Critic Circle of India Award in 1990, Iswar Chandra Vidyasagar Samman in 1991 and Rupambara Award in 1994.

“ବିଶିଷ୍ଟ ସାହିତ୍ୟିକା ତଥା ଦୈନିକ ସମ୍ବାଦପତ୍ର ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସାମ୍ବାଦିକତା ସହ ସମାଜସେବା, ଶିକ୍ଷା ଓ ନାରୀ ସଶକ୍ତିକରଣ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।,” Chief Minister Naveen Patnaik tweeted @Naveen_Odisha.

“ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ତଥା ଦୈନିକ ଖବରକାଗଜ ‘ସମାଜ’ର ପୂର୍ବତନ ସମ୍ପାଦିକା ସମାଜସେବୀ ମନୋରମା ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଓଡ଼ିଶା ସାହିତ୍ୟ ଏକାଡ଼େମୀ ଏବଂ ସାରଳା ସମ୍ମାନରେ ସମ୍ମାନିତ ଶ୍ରୀମତି ମହାପାତ୍ରଙ୍କ ଲିଖିତ ପୁସ୍ତକ ଗୁଡ଼ିକ ବିଶେଷ ରୂପେ ନାରୀ ସଶକ୍ତିକରଣ ଏବଂ ଅଧିକାର ଉପରେ ଆଧାରିତ,” . ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ତାଙ୍କର ଯୋଗଦାନକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଅନେକ ସମ୍ମାନର ଅଧିକାରୀ ତଥା ଓଜସ୍ୱିନୀ ବକ୍ତା ସ୍ୱର୍ଗତ ମହାପାତ୍ରଙ୍କ ବିୟୋଗ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି କରିଛି। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।Union Minister Dharmendra Pradhan tweeted @dpradhanbjp 

“ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ବିଶିଷ୍ଟ ସାହିତ୍ୟିକ ତଥା ଦୈନିକ ଖବରକାଗଜ ସମାଜର ପୂର୍ବତନ ସଂପାଦିକା ମନୋରମା ମହାପାତ୍ରଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ବହୁ ଦାସଂଦି ଧରି ତାଙ୍କ ପରିବାର ସହିତ ଆମର ଘନିଷ୍ଠ ସମ୍ପର୍କ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ।ଓଁ ଶାନ୍ତିFolded handsFolded hands,” BJP National VP Baijayant Jay Panda tweeted @PandaJay.       

LEAVE A REPLY

Please enter your comment!
Please enter your name here