By Our Correspondent
NEW DELHI/BHUBANESWAR: କୋକସରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ରୋଶନି ସିଂଦେଓଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ତାଙ୍କ ନିଃସ୍ୱାର୍ଥପର ସେବା ଓ ଲୋକାଭିମୁଖୀ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।,Odisha Chief Minister Naveen Patnaik said.
କଳାହାଣ୍ଡି ଜିଲ୍ଲା କୋକସରାର ପୂର୍ବତନ ବିଧାୟିକା ରୋଶନି ସିଂହଦେଓଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ରାଜନୈତିକ କ୍ଷେତ୍ରରେ ସ୍ଥାନୀୟ ନିର୍ବାଚନ ମଣ୍ଡଳି ପାଇଁ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି ।, Union Minister Dharmendra Pradhan said.
Former legislator of Koksara Assembly Constituency in Kalahandi district, Roshni Singh Deo has passed away in Bhubaneswar at the age of 81.
Roshni was MLA of Koksara for two consecutive terms i.e. from 1995-2000 as a Janata Dal candidate and from 2000-2004 as a Biju Janata Dal candidate. Roshni is the mother of former Dharmagarh MLA Puspendra Singh Deo.