Nandankanan PS Case No-252, accused arrested

0
94

By Our Correspondent

BHUBANESWAR: Nandankanan PS Case No-252, Dt.13.09.2024, U/s-309(6) BNS.PO: Near Dream Villa, PS- Nandankanan, BBSR UPD.

Gist of the FIR:

ନନ୍ଦନକାନନ ଥାନା ପୁଲିସ ଅଭିଯୋଗକାରୀଣୀଙ୍କ ଅଭିଯୋଗ ଭିତ୍ତିରେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା.୧୨.୦୯.୨୦୨୪ ରିଖ ରାତି ୯.୫୫ ସମୟରେ ଅଭିଯୋଗକାରିଣୀ, ଭୁବନେଶ୍ବରକୁ ଆସିଥିବା ଜଣେ ବନ୍ଧୁଙ୍କୁ ଭୁବନେଶ୍ବର ରେଲୱେ ଷ୍ଟେସନରୁ ଡ୍ରିମଭିଲାସ୍ଥିତ ଘରକୁ ଆଣିବା ପାଇଁ ଏକ ଉବର କାର ବୁକ କରିଥିଲେ। କାର ଚାଳକ ତଥା ଅଭିଯୁକ୍ତ ତାଙ୍କ ବନ୍ଧୁଙ୍କୁ ରିସିଭ କରି ଡ୍ରିମଭିଲା ଅଞ୍ଚଳରେ ଛାଡ଼ିଥିଲେ ।

ଅଭିଯୋଗକାରିଣୀ ଅଭିଯୁକ୍ତଙ୍କୁ କାର ଭଡା ୪୦୭ ଟଙ୍କା ଦେବାରୁ ଅଭିଯୁକ୍ତ ତାଙ୍କୁ ଅଧିକ ଟଙ୍କା ମାଗିଥିଲେ। ଅଭିଯୋଗକାରିଣୀ ଅଧିକ ଟଙ୍କା ଦବାକୁ ମନାକରିବାରୁ ଅଭିଯୁକ୍ତ ସେମାନଙ୍କ ସହିତ ଯୁକ୍ତିତର୍କ କରିବା ସହିତ ଅଭିଯୋଗକରିଣୀଙ୍କ ବନ୍ଧୁଙ୍କୁ କାର ବାହାରକୁ ଠେଲି ଦେଇ ଦୁଇଟି କଳା ରଙ୍ଗର ଲଗେଜ ବ୍ୟାଗ ନେଇ ଘଟଣାସ୍ଥଳରୁ ଚାଲିଯାଇଥିଲେ ଥିଲେ। ଯେଉଁଥିରେ ଏକ ଲ୍ଯାପଟପ, କିଛି ବସ୍ତ୍ର ଏବଂ ମନିପର୍ସ ଆଦି ରହିଥିଲା। ଅଭିଯୋଗକରିଣୀଙ୍କ ବନ୍ଧୁ ତଳେ ପଡ଼ିଯାଇଥିବା ବେଳେ ତାଙ୍କ ହାତରେ ଗଭୀର ଆଘାତ ହୋଇ ସ୍ପାଇନାଲ ଇନଜୁରୀ ହୋଇଥିଲା । ପରେ ସେ ଏନେଇ ସେ ନନ୍ଦନକାନନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକାରୀଣୀଙ୍କ ଅଭିଯୋଗ ଆଧାରରେ, ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତଙ୍କ ନିକଟରୁ ଚୋରୀଯାଇଥିବା ଗୋଟିଏ ଲ୍ଯାପଟପ ,୨ ଟି ବ୍ୟାଗ, ୪,୫୦୦ ଟଙ୍କା , ଏବଂ ଘଟଣାରେ ବ୍ଯବହୃତ କାରଟିକୁ ଜବତ କରିଥିଲେ। ପଚାରାଉଚରବେଳେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

  1. Trupti Prakash Stapathy(31), S/O- Pratap Kumar Satapathy of Vill- Chaulia, PS- Nikirei, Dist- Kendrapada.

Seizure:

  1. One Aura Car Bearing No- OD 02 CJ 9300
  2. One Wallet With Cash of Rs. 4,500/-
  3. 2 nos of bag With Clothes
  4. One Laptop

 

LEAVE A REPLY

Please enter your comment!
Please enter your name here