Mancheswar PS Case No- 413, accused forwarded to Court

0
422
Radha Gobinda Das(42), S/o- Bata Krushna Das of Vill- Badatrilochanpur, PS- Panikoili, Dist- Japur, At/pr- Plot.no- 3282, near Ganesh Temple, Chakeisiani, PS- Mancheswar, Dist- Khordha.

By Biswanath Dash

BHUBANESWAR: Mancheswar PS Case No- 413, Dtd. 05.11.2022, U/S-420 IPC. PO: At- Debasmita Traders, Plot No- 423/8265, Chakeisiani, PS- PS- Mancheswar, Bhubaneswar UPD.

Gist of the Case:

ଗତ ତା ୦୫.୧୧.୨୦୨୨ ରିଖରେ ଅଭିଯୋଗକାରୀ ଶ୍ରୀ ଦିଲୀପ କୁମାର ସାହୁଙ୍କ ଅଭିଯୋଗ ଭିତ୍ତିରେ ମଞ୍ଚେଶ୍ଵର ପୁଲିସ ତଦନ୍ତ କରି ଅଭିଯୁକ୍ତ ରାଧା ଗୋବିନ୍ଦ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ରାଧା ଗୋବିନ୍ଦ ଗତ ତା ୧୦.୧୦.୨୦୨୧ ରିଖରେ ସମୁଦାୟ ୯୬,୦୦୦/- ଟଙ୍କାର ୩୦୦ ବସ୍ତା ସିମେଣ୍ଟ ଦିଲୀପଙ୍କର ଏସ.ଡି ଏନ୍ଟରପ୍ରାଇଜର୍ସ ରୁ ଦେବସ୍ମିତା ଟ୍ରେଡର୍ସ ନାମରେ ୯୬,୦୦୦/- ଟଙ୍କାର ଏକ ଚେକ ଦେଇ ନେଇଥିଲେ । ପରବର୍ତ୍ତୀ ସମୟରେ ଦିଲୀପ ଉକ୍ତ ଚେକ ଟିକୁ ବ୍ଯାଙ୍କରେ ଜମା କରିବା ପରେ ତାହା ଦସ୍ତଖତ ଭିନ୍ନ ହେତୁ ଫେରସ୍ତ ହୋଇଯାଇଥିଲା ।

ବାରମ୍ବାର ଅନୁରୋଧ ପରେ ରାଧା ଗୋବିନ୍ଦ ନଗଦ ଆକାରରେ ୨୦ ହଜାର ଟଙ୍କା ଦେଇଥିଲେ ଏବଂ ପରେ ବଳକା ଟଙ୍କା ଦେବା ପାଇଁ ଦିନ ଗଡାଇ ଚାଲିଥିଲେ । ମଞ୍ଚେଶ୍ଵର ପୁଲିସ ମାମଲାର ତଦନ୍ତ କରି ଆଜି ଅଭିଯୁକ୍ତ ରାଧା ଗୋବିନ୍ଦଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ସେ ନିଜର ଦୋଷ ସ୍ଵୀକାର କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Radha Gobinda Das(42), S/o- Bata Krushna Das of Vill- Badatrilochanpur, PS- Panikoili, Dist- Japur, At/pr- Plot.no- 3282, near Ganesh Temple, Chakeisiani, PS- Mancheswar, Dist- Khordha.

Seizure: Related documents towards cheating of Rs-76,000/-.

LEAVE A REPLY

Please enter your comment!
Please enter your name here