Maitri Vihar PS case No.513, Couple arrested , know details

0
129
Raju nayak (35), S/O- Kumar nayak of Kumbhara Bazar, PS- Daringbadi, Dist- Kandhamal, At/Pr- Nilachakranagar, Salia Sahi, PS- Maitri Vihar, BBSR UPD and Sumitra Mohapatra (30), W/O- Prasanna Mohapatra of Manapur, PS- Nayagarh, Dist- Nayagarh, At/Pr- Mahavirnagar, Salia Sahi, PS- Maitri Vihar, BBSR UPD..

By Our Correspondent

BHUBANESWAR: Maitri Vihar PS case No.513, dtd.14.11.2024, U/S-126(2)/118(1)/109/351(2)/3(5) BNS. PO: Mahavirnagar, Salia Sahi, PS- Maitri Vihar, BBSR UPD.

Gist of the FIR:

ମୈତ୍ରୀବିହାର ଥାନା ପୁଲିସ ଅଭିଯୋଗକାରୀ ପ୍ରସନ୍ନ ମହାପାତ୍ରଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ନିଜ ପତ୍ନୀ ଏବଂ ଦୁଇ ସନ୍ତାନକୁ ସାଲିଆସାହିସ୍ଥିତ ମହାବୀରନଗର ଠାରେ ଥିବା ଘରେ ଛାଡି ଗତ ବର୍ଷେ ହେବ ବାହାରେ ରହି କାମ କରୁଛନ୍ତି ।

ତାଙ୍କ ଅନୁପସ୍ଥିତିରେ ଅଭିଯୁକ୍ତ ରାଜୁ ନାୟକଙ୍କ ସହିତ ତାଙ୍କ ପତ୍ନୀଙ୍କର ବନ୍ଧୁତା ହୋଇଥିଲା ଏବଂ ଅଭିଯୁକ୍ତ ଜଣକ ପ୍ରାୟ ସମୟ ଅଭିଯୋଗକାରୀଙ୍କ ଘରକୁ ଯାଆସ କରିଥାନ୍ତି । ଘଟଣା ଦିନ ଅର୍ଥାତ ଗତ କାଲି ତା.୧୪.୧୧.୨୦୨୪ ରିଖ ସନ୍ଧ୍ୟାରେ ଅଭିଯୋଗକାରୀଙ୍କ ଦୁଇ ସନ୍ତାନ ଅଭିଯୁକ୍ତ ରାଜୁ ନାୟକଙ୍କ ତାଙ୍କ ଘରକୁ ଆସିବାକୁ ନେଇ ବିରୋଧ କରିଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କ ପତ୍ନୀ ଏବଂ ଅଭିଯୁକ୍ତ ରାଜୁ ନାୟକ ଘରର କବାଟକୁ ଭିତର ପଟୁ ବନ୍ଦ କରି ଦୁଇ ସନ୍ତାନଙ୍କ ଦେହରେ ଗରମ ଲୁହା ଚେଙ୍କ ଦେଇଥିଲେ । ପରେ ଅଭିଯୁକ୍ତ ଜଣକ ନିକଟସ୍ଥ ଏକ ମେଡ଼ିସିନ ଷ୍ଟୋରରୁ କିଛି ମେଡ଼ିସିନ ଆଣି ଉଭୟଙ୍କ ଦେହରେ ହୋଇଥିବା କ୍ଷତ ସ୍ଥାନରେ ଲଗାଇବା ସହିତ ଉଭୟଙ୍କୁ ବାହାର ପଟୁ ତାଲା ପକାଇ ବନ୍ଦ କରିଦେଇଥିଲେ ।

ପୀଡିତା ସନ୍ତାନଙ୍କ ନିକଟରୁ ସୂଚନା ପାଇବା ପରେ ଅଭିଯୋଗକାରୀ ବାପା ମହାବୀରନଗର ସ୍ଥିତ ଘରେ ଆସି ପହଞ୍ଚିବା ସହିତ ଦୁଇ ସନ୍ତାନଙ୍କୁ ବନ୍ଦ ଘରୁ ଉଦ୍ଧାର କରିଥିଲେ ଏବଂ ସମ୍ପୃକ୍ତ ଘଟଣା ନେଇ ପତ୍ନୀ ଏବଂ ଅଭିଯୁକ୍ତ ରାଜୁ ନାୟକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ

ଘଟଣାର ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।

Name and Address of accused persons:

Raju nayak (35), S/O- Kumar nayak of Kumbhara Bazar, PS- Daringbadi, Dist- Kandhamal, At/Pr- Nilachakranagar, Salia Sahi, PS- Maitri Vihar, BBSR UPD and Sumitra Mohapatra (30), W/O- Prasanna Mohapatra of Manapur, PS- Nayagarh, Dist- Nayagarh, At/Pr- Mahavirnagar, Salia Sahi, PS- Maitri Vihar, BBSR UPD..

Article Seized:

  1. The iron tongs.

 

LEAVE A REPLY

Please enter your comment!
Please enter your name here