Lingaraj PS Case No-212, two accused arrested

0
85

By Our Correspondent

BHUBANESWAR:  Lingaraj PS Case No-212, Dt.09.08.2024, U/s- 296/126(2)/115(2)/117(2)/3(5) BNS.PO: Near Madhyameswar Temple, PS- Lingaraj, BBSR UPD.

Gist of the FIR:

ଲିଙ୍ଗରାଜ ଥାନା ପୁଲିସ ଅଭିଯୋଗକାରି ହିମାଂଶୁ ଶେଖର ବେହେରାଙ୍କ ଅଭିଯୋଗ ଭିତ୍ତିରେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଗତ ତା ୦୯.୦୮.୨୦୨୪ରିଖ ରାତି ସମୟରେ ଗଡମହାବୀର ମନ୍ଦିରରୁ କାର୍ଯ ସାରି ଘରକୁ ଫେରୁଥିଲେ। ସେ ଫେରୁଥିବା ସମୟର ମଧ୍ୟମେସ୍ୱର ମନ୍ଦିର ନିକଟରେ , ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ତାଙ୍କ ପଛ ପଟୁ ଆସି ହର୍ଣ୍ଣ ବଜାଇ ତାଙ୍କୁ ଅସଭ୍ୟ ଭାଷାରେ ଗାଲିଗୁଲଜ କରିଥିଲେ। ଅଭିଯୋଗକାରୀ ଏହାର କାରଣ ପଚାରିବାରୁ , ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ।

ଫଳରେ ଅଭିଯୋଗକାରୀଙ୍କ ମୁହଁ ଏବଂ ବେକରେ ଆଘାତ ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କାରାଯାଇଥିଲା। ଏନେଇ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ, ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।

ପଚାରାଉଚରବେଳେ ଅଭିଯୁକ୍ତ ମାନେ ନିଜ ଅପରାଧ ସ୍ଵୀକାର କରିଥିଲେ । ତଦନ୍ତରୁ ଅଭିଯୁକ୍ତ ପ୍ରଦ୍ୟୁମ୍ନ କୁମାର ଜେନାଙ୍କ ନାମରେ ଭୁବନେଶ୍ବରର ବିଭିନ୍ନ ଥାନାରେ ଏକାଅଧିକ ଅପରାଧିକ ମାମଲା ଥିବାର ଜଣାପଡିଛି।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

  1. Pradyumna Kumar Jena@Litua(ଟୋପି ପିନ୍ଧା ଲଇଟୁଆ) (40 yrs). S/o- Lt. Judhistir Jena, At- Raghunath Nagar, Sisupalgarh. PS- Dhauli, UPD BBSR.
  2. Pradeep Kumar Routray@Annu (37 yrs). S/o- Dukhishyam Routray At- Rautray Sahi, Sisupalgarh, PS- Dhauli, UPD BBSR.

 

 

LEAVE A REPLY

Please enter your comment!
Please enter your name here