Laxmisagar PS Case No-27, Fraudster, who Dupes Rs 13 Lakhs from Job aspirants arrested

0
430
Ranjit Kumar Swain(28), S/o- Basanta Kumar Swain of Vill- Balipada, PS- Nuagaon, Dist- Jagatsinghpur, At/pr- Rudrapur, PS- Pahala, BBSR UPD.

By Biswanath Dash  

BHUBANESWAR:  Laxmisagar PS Case No-27, Dtd. 21.01.2022, U/S- 420/467/468 IPC.PO: At- Bomikhal, PS- Laxmisagar, Bhubaneswar UPD.

Gist of the FIR:

ଗତ ତା ୨୧.୦୧.୨୦୨୨ ରିଖରେ ଅଭିଯୋଗକାରୀ ଆଶିଷ ପରିଡାଙ୍କ ଅଭିଯୋଗ ଭିତ୍ତିରେ ତମଣ୍ଡୋ ଥାନା ପୁଲିସ ତଦନ୍ତ କରି ଅଭିଯୁକ୍ତ ରଞ୍ଜିତ କୁମାର ସ୍ବାଇଁଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦୧୯ ମସିହାରେ ଆଶିଷ ଏବଂ ରଞ୍ଜିତ ବୋମିଖାଲରେ ଥିବା ଏକ ହସ୍ଟେଲରେ ଅନ୍ୟ ୩ ଜଣଙ୍କ ସହିତ ରହୁଥିଲେ । ରଞ୍ଜିତ ସେଠାରେ ନିଜକୁ ଜଣେ ରାଜନୈତିକ ଦଳର ମୁଖ୍ୟ ପରିଚୟ ଦେବା ସହ ତାଙ୍କର ବଡ ବଡ ରାଜନେତାଙ୍କ ସହିତ ଭଲ ସମ୍ପର୍କ ଥିବା ଏବଂ ସେ ଆଶିଷଙ୍କୁ ସଚିବାଳୟରେ ଏଏସଓ ପଦବୀରେ ଚାକିରି ଯୋଗାଇ ଦେବାର ବିଶ୍ବାସ ଜନ୍ମାଇ ତାଙ୍କଠାରୁ ୧୩ଲକ୍ଷ ଟଙ୍କା ଚାକିରି କରାଇଦେବା ବାବଦକୁ ନେଇଥିଲେ । ଅଭିଯୁକ୍ତ ରଞ୍ଜିତ, ଆଶିଷଙ୍କୁ କୌଣସି ଚାକିରି ଯୋଗେଇ ଦେଇ ପାରିନଥିବା ବେଳେ ଠକାମି କରିବା ଉଦେଶୀ ରଖି ଗତ ତା ୨୩.୦୯.୨୦୨୨ ରିଖରେ ଆଶିଷଙ୍କୁ ଏକ ଜାଲି ନିଯୁକ୍ତି ପତ୍ର ଦେଇଥିଲେ ।

ଲକ୍ଷ୍ମୀସାଗର ଥାନା ପୁଲିସ ଆଜି ବିଶେଷ ସୂତ୍ରରୁ ଖବର ପାଇ କେନାଲ ରୋଡ଼ ନିକଟରୁ ଅଭିଯୁକ୍ତ ରଞ୍ଜିତକୁ କାବୁ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ । ତଦନ୍ତ ସମୟରେ ଅଭିଯୁକ୍ତ ନିଜର ଦୋଷ ସ୍ଵୀକାର କରିଥିଲେ ।ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused person:

Ranjit Kumar Swain(28), S/o- Basanta Kumar Swain of Vill- Balipada, PS- Nuagaon, Dist- Jagatsinghpur, At/pr- Rudrapur, PS- Pahala, BBSR UPD.

Seizure: One forgery joining letter

LEAVE A REPLY

Please enter your comment!
Please enter your name here