KharvelnagarPS Case No.353, accused forwarded to Court

0
487

By Biswanath Dash

BHUBANESWAR:   KharvelnagarPS Case No.353, dtd.19.07.2023, U/S-394 IPC.PO: In front of Chitrakuta Ashram, PS- Kharvelnagar,Bhubaneswar UPD.

Gist of the Case:

ଖାରବେଳନଗର ଥାନା ପୁଲିସ ଅଭିଯୋଗକାରୀ ମୋହନ ପ୍ରଧାନଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଗତ ତା ୧୯.୦୭.୨୦୨୩ ରିଖ ଭୋର ପ୍ରାୟ ୪ଟାରେ ଲକ୍ଷ୍ମୀନାରାୟଣ ବସ୍ତିରେ ଥିବା ନିଜ ଘରକୁ ସାଇକେଲ ଯୋଗେ ଫେରୁଥିଲେ । ସେହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ଅଭିଯୋଗକାରୀଙ୍କର ପିଛା କରିବା ସହ ଚିତ୍ରକୁଟ ଆଶ୍ରମ ନିକଟରେ ବଳପୂର୍ବକ ତାଙ୍କୁ ରାସ୍ତାରେ ଅଟକାଇ ମାଡ଼ ମାରିବା ସହିତ ପାଖରେ ଥିବା ୪୦୦୦/- ଟଙ୍କା ଲୁଟିନେଇ ପଳାଇ ଯାଇଥିଲେ ।

ଅଭିଯୋଗକାରୀ ଜଣକ ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଅପରାଧରେ ବ୍ଯବହୃତ ମୋଟର ସାଇକେଲକୁ ମଧ୍ୟ ଜବତ କରିଥିଲେ । ଏହି ମାମାଲାର ଅଧିକ ତଦନ୍ତ ଚାଲିଥିବା ସମୟରେ ଏକ ବିଶ୍ଵସ୍ତ ସୂତ୍ରକୁ ଆଧାର କରି ପୁଲିସ ଚଢଉ ଜରିଆରେ ନିମ୍ନୋକ୍ତ ଜଣେ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିବା ବେଳେ ଲୁଟ କରିଥିବା ଟଙ୍କାକୁ ବ୍ୟକ୍ତିଗତ କାମରେ ବ୍ୟୟ କରିଥିବା ଦର୍ଶାଇଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Laxmidhar Maharana (35), S/O- Bhagwan Maharana, At- Harirajpur, PS- Banki, Dist- Cuttack, At/Pr- Rajmahal Square, PS- Capital, Bhubaneswar UPD.

LEAVE A REPLY

Please enter your comment!
Please enter your name here