Kharvelnagar PS Case No.- 259, accused arrested

0
369
Subrat Samal (30), S/o- Umakanta Samal, At- Matha Sahi, PS- Binjharpur, Dist- Jajpur, At/pr- Plot.No- 956/1475, Lane no- 13. Bhagabat Sandhan, PS- Mancheswar, UPD Bhubaneswar.

By Our Correspondent

BHUBANESWAR:   Kharvelnagar PS Case No.- 259, dtd.-31.05.2023, U/S- 408/468/419 IPC.PO:        South Asia FM ltd, plot no 45, Swagat Palace, Unit-IV, PS- Kharvelnagar, UPD Bhubaneswar.

Gist of the Case:

ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୋଗକାରୀ ମାନସ ପଟ୍ଟନାୟକଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିମ୍ନୋକ୍ତ ଅଭିଯୁକ୍ତ ଗତ ୦୨.୦୧.୨୦୧୯ ରୁ ୨୮.୧୨.୨୦୨୨ ପର୍ଯ୍ୟନ୍ତ ବରିଷ୍ଠ କାର୍ଯ୍ୟନିର୍ବାହୀ ଅର୍ଥ ଏବଂ ଆଡମିନିଷ୍ଟ୍ରେଟର ଭାବରେ “SUN group ltd” ର ରେଡ ଏଫଏମ ୯୩.୫ ରେ କାର୍ଯ୍ୟ କରିଆସିଥିଲେ । ତାଙ୍କ ପୋଷ୍ଟ ଅନୁଯାୟୀ, ସେ କମ୍ପାନୀର ବିଭିନ୍ନ ଗ୍ରାହକଙ୍କଠାରୁ ବିଜ୍ଞାପନ ବାବଦକୁ ଚେକ୍ କିମ୍ବା ନଗଦ କିମ୍ବା NEFT ମୋଡ୍ ମାଧ୍ୟମରେ HDFC ବ୍ୟାଙ୍କରେ ଥିବା କମ୍ପାନୀ ଆକାଉଣ୍ଟରେ ଗ୍ରହଣ କରିବା ପାଇଁ ଅନୁମତିପ୍ରାପ୍ତ ଥିଲେ ।

ନିମ୍ନୋକ୍ତ ଅଭିଯୁକ୍ତ ଅଶୋକ ନଗର ଶାଖା UCO ବ୍ଯାଙ୍କ ରେ “ସାଉଥ ଏସିଆ ଏଫଏମ ଲିମିଟେଡ” ନାମରେ ଏକ ବେଆଇନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହ ଉକ୍ତ କମ୍ପାନୀକୁ ଠକିବାର ଉଦେଶ୍ୟ ରଖି ବିଜ୍ଞାପନ ନେତୃତ୍ୱ ନେଇଥିବା ଗ୍ରାହକଙ୍କଠାରୁ ଚେକ୍ ସଂଗ୍ରହ କରି ଉକ୍ତ ଜାଲ୍ ଆକାଉଣ୍ଟରେ ଜମା କରୁଥିଲେ ।

ଏହି ପରି ଭାବରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ତାଙ୍କର ଅବଧି ସମୟ ମଧ୍ୟରେ ସମୁଦାୟ ୬୧,୫୧,୮୧୩/- ଟଙ୍କା ସାଉଥ୍ ଏସିଆ ଏଫଏମ ଲିମିଟେଡିସନ କୁ ଠକିବା ସହ ଉକ୍ତ ଟଙ୍କା କୁ ଷ୍ଟକ୍ ମାର୍କେଟରେ ବ୍ୟବସାୟ ପାଇଁ ବ୍ୟବହାର କରିଥିଲେ । ଲକ୍ଷ୍ମୀସାଗର ଥାନା ପୁଲିସ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

1.         Subrat Samal (30), S/o- Umakanta Samal, At- Matha Sahi, PS- Binjharpur, Dist- Jajpur, At/pr- Plot.No- 956/1475, Lane no- 13. Bhagabat Sandhan, PS- Mancheswar, UPD Bhubaneswar.

LEAVE A REPLY

Please enter your comment!
Please enter your name here