Kharvelnagar PS Case No-242, accused arrested

0
209
Arjun aka Dillip Kumar Rana (32), S/o- Bairagi Rana, At- Near Sani Temple, Sastrinaagr, BBSR, Dist- Khordha

By Our Correspondent

BHUBANESWAR:  Kharvelnagar PS Case No-242, Dt.20.05.2024, U/S- 336/323/325/324/34 IPC.PO:  At house of Complt., Sastrinagar, PS- Kharvelnagar, BBSR UPD.

Gist of the Case:

ଖାରବେଳନଗର ଥାନା ପୁଲିସ ଅଭିଯୋଗକାରି ବିନାୟକ ମୁଦୁଲିଙ୍କ ଏତାଲା ଆଧାରରେ ମାମଲା ରୁଜୁ କରି ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ତା ୨୦.୦୫.୨୦୨୪ ରିଖରେ ଅଭିଯୋଗକରି ତାଙ୍କର ପରିବାର ସଦସ୍ୟଙ୍କ ସହିତ ଘରେ ଶୋଇଥିବା ବେଳେ ମଧ୍ୟ ରାତ୍ରି ପ୍ରାୟ ୧ ଟାରେ ନିମ୍ନୋକ୍ତ ଅଭିଯୁକ୍ତ ଓ ତାଙ୍କର ପୁତୁରା ନିଶାସକ୍ତ ଅବସ୍ଥାରେ ଅଭିଯୋଗକାରୀଙ୍କ ଘର ନିକଟକୁ ଆସିଥିଲେ ଓ  ଘରକୁ ଲକ୍ଷ କରି ପଥର ଫୋପାଡିଥିଲେ। ଏହି ପଥର ପଡିବା ଶବ୍ଦ ଶୁଣି ଅଭିଯୋଗକାରୀ ଘରୁ ବାହାରକୁ ଆସିଥିଲେ ଓ ଅଭିଯୁକ୍ତଙ୍କୁ ଦେଖିବା ପରେ ସେମାନଙ୍କୁ ବେପରୁଆ ଭାବେ ପଥର ଫୋପାଡ଼ିବା ନେଇ ପଚାରି ବୁଝିଥିଲେ।

ଏଥିରେ ଅଭିଯୁକ୍ତ ରାଗିଯାଇ ଅଭିଯୋଗକରି ଓ ତାଙ୍କର ମାଙ୍କୁ ଏକ ଲୁହ ହୁପ ରେ ଆକ୍ରମଣ କରିଥିଲେ । ଏଥିରେ ଅଭିଯୋଗକାରୀ ଙ୍କ ମା ଗୁରୁତର ଆହତ ହୋଇଥିଲେ ଓ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ଏନେଇ ଅଭିଯୋଗକରି ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତଙ୍କର ପୂର୍ବଚରିତ ଅପରାଧିକ ଯାଞ୍ଚ ବେଳେ ତାଙ୍କ ନାମରେ ଖାରବେଳନଗର ଥାନାରେ ପୂର୍ବରୁ ୨ଟି ଅପରାଧିକ ମାମଲା ରହିଛି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons : Arjun aka Dillip Kumar Rana (32), S/o- Bairagi Rana, At- Near Sani Temple, Sastrinaagr, BBSR, Dist- Khordha.

 

 

LEAVE A REPLY

Please enter your comment!
Please enter your name here