Kharavelanagar PS Case No- 392, three accused arrested

0
115

By Our Correspondent

BHUBANESWAR:  Kharavelanagar PS Case No- 392, Dt.01.09.2024, U/s-115(2)/324(2)/117(2)/3(5)BNS.PO: Near Unit-3, PS- Kharavelanagar, BBSR UPD.

Gist of the FIR:

ଖାରବେଳନଗର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଅନୁଭବ ପଟ୍ଟନାୟକଙ୍କ ଅଭିଯୋଗ ଭିତ୍ତିରେ ମାମଲାର ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ ଅଭିଯୋଗକାରୀ ଜଣକ ୟୁନିଟ୍ ୩ ଅଞ୍ଚଳରେ ରୁହନ୍ତି। ଗତ ତା.୦୧.୦୯.୨୦୨୪ ରିଖ ଦ୍ଵିପହର ୨ ଟା ସମୟରେ ନିଜ କାର ଯୋଗେ ଅଭିଯୋଗକାରୀ ନିଜ ଘରକୁ ଫେରୁଥିଲେ ।

ସେହି ସମୟରେ ଘର ନିକଟରେ ଥିବା ହୋଟେଲ ସମୁଖରେ ଏକ ଜୋମାଟୋ ଡିଲିଭରି ବଏଙ୍କ ସହିତ ତାଙ୍କର ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାର କିଛି ସମୟ ପରେ ଡିଲିଭରି ବଏ ସୁସ୍ଥତା ଅନୁଭବକରି ସେଠାରୁ ଚାଲିଯାଇଥିଲେ।

ଏହାପରେ ନିଶାସକ୍ତ ଅବସ୍ତାରେ ନିମ୍ନୋକ୍ତ ତିନି ଅଭିଯୁକ୍ତ ସେଠାକୁ ଆସି ଅଭିଯୋଗକାରୀଙ୍କୁ ଖରାପ ଭାଷାରେ ଗଳିଗୁଲଜ କରିବା ସହିତ ତାଙ୍କ କାର କାଚ ଭଙ୍ଗି ତାଙ୍କ ଉପରକୁ ଆକ୍ରମଣ କରିଥିଲେ।

ଘଟଣା ସ୍ଥଳରେ କିଛି ସ୍ଥାନୀୟ ଲୋକ ଅଭିଯୋଗକାରୀଙ୍କୁ ଉଦ୍ଧାର କରିଥିବା ବେଳେ ଗୁରୁତର ଅବସ୍ତାରେ ତାଙ୍କୁ କ୍ଯାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଏନେଇ ଅଭିଯୋଗ ହେବାରୁ, ପୁଲିସ ଏହି ମାମଲାର ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତମନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ମାନେ ନିଜ ଅପରାଧ ସ୍ଵୀକାର କରିଥିଲେ ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of accused persons:

  1. Rajesh Kara @ Nila (30), S/o- Saroj Bihari Kara, At- Plot No-196/A, Saheednagar, P.S- Saheednagar, Dist- Khurda.
  2. Siba Patra@Babu(33),S/o-Debandra Patra, At- Plot No- 165, Unit- 3, PS- Kharavelnanagr, Dist- Khurda.
  3. Lokanath Padhi @Babu (31),S/o- Lt Raghunath Padhi, At- Plot No-523, Unit- 3, P.S- Kharavelnanagr, Dist- Khurda.

 

LEAVE A REPLY

Please enter your comment!
Please enter your name here