Khandagiri PS Case No.875, four arrested

0
44

By Our Correspondent

BHUBANESWAR:   Khandagiri PS Case No.875, Dt.18.12.2024, U/s-20 (b) (ii) (C) NDPS Act.PO: Near Baramunda Mashani, PS- Khandagiri, BBSR UPD.

Gist of the Case:

ଆଜି ଖଣ୍ଡଗିରୀ ଥାନାଧିକାରୀଙ୍କ ନିର୍ଦ୍ଦେଶମତେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଙ୍ଗ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ନିମ୍ନୋକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ବରମୁଣ୍ଡା ମଶାଣି ନିକଟରୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପେଟ୍ରୋଲିଙ୍ଗ ଟିମ, ସେମାନଙ୍କ ହେପାଜତରୁ ଜରି ବସ୍ତାରେ ଥିବା ମୋଟ ୨୨ କିଲୋଗ୍ରାମ ଓଜନର ଗଞ୍ଜେଇ, ଗୋଟିଏ କାର ଏବଂ ୧୦୦୦ ଟଙ୍କା ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ମାନେ ଏହି ବେଆଇନ ଗଞ୍ଜେଇକୁ ଫୁଲବାଣୀ ଅଞ୍ଚଳରୁ ସଂଗ୍ରହ କରିଆଣି ଭୁବନେଶ୍ବର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା କଥା ସ୍ଵୀକାର କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଖଣ୍ଡଗିରୀ ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରିଜନିତ ମାମଲା ରୁଜୁକରିବା ସହ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

         ଜନସାଧାରଣମାନେ ବେଆଇନ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name and Address of Accused Persons:

  1. Prakash Digal(46), S/o- Biswabar Digal of Vill- Sadanmendi, PS- Bisipada, Dist- Kandhamal, A/p- Pandakudia Basti, PS- Bharatpur, BBSR UPD.
  2. Madhusmita Digal (40), W/o- Prakash Digal of Vill- Sadanmendi, PS- Bisipada, Dist- Kandhamal, A/p- Pandakudia Basti, PS- Bharatpur, BBSR UPD>
  3. Dillip Digal (50), S/o-Bhuban Digal of Vill- Kasinipadar, PS- Firingia, Kandhamal, A/p- Lakhmanananda Basti, Near Church, PS- Bharatpur, BBSR UPD.
  4. Bhimasen Digal (40), S/o- Manyabar Digal of Vill- Dumuriguda, PS- Sadar PS, Phubani, Dist- Kandhamal.

Article Seized:

  • 22 Kg of contraband Ganja.
  • One Car.
  • Cash of Rs.1,000/-.

 

 

LEAVE A REPLY

Please enter your comment!
Please enter your name here