Khandagiri PS Case No-584, two accused arrested

0
398
Amiya Kumar Swain (29), S/O- Ranjan Kumar Swain of Repur Patana, PS- Tirtol, Dist- Jagatsinghpur and Sambit Swain (46), S/O- Bharat Chandra Swain of Repur Patana, PS- Tirtol, Dist- Jagatsinghpur

By Our Correspondent

BHUBANESWAR:  Khandagiri PS Case No-584, dt.13.12.2023, U/S- 294/427/323/353/506/34 IPC R/w Sec 177 MV Act.PO:  Aiginia under pass, PS- Khandagiri, BBSR UPD.

Brief of the Case: ଖଣ୍ଡଗିରି ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କାଲି ଆଇଗିଣିଆ ଅଣ୍ଡର-ପାସ ତଳେ ଟ୍ରାଫିକ ପରିଚାଳନା ଦାଇତ୍ୱରେ ମୁତୟନ ଥିବା ଦୁଇ ଟ୍ରାଫିକ କର୍ମଚାରୀ, ବିନା ହେଲମେଟରେ ସେହି ରାସ୍ତା ଦେଇଯାଉଥିବା ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକାଇ ହେଲମେଟ ପିନ୍ଧିବା ଲାଗି ପରାମର୍ଶ ଦେଇଥିଲେ ।

 ଏଥିରେ ଉତକ୍ଷିପ୍ତ ହୋଇ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ କର୍ତ୍ତବ୍ୟରତ ଦୁଇ ଟ୍ରାଫିକ କର୍ମଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗଳିଗୁଲଜ କରି ମାଡ଼ ମାରିବା ସହିତ ଉଭୟଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ ଏବଂ ଫୋନକୁ ଛଡାଇ ନେଇ ତଳେ କଚାଡି ଦେଇଥିଲେ ।

 ଏହି ଘଟଣାକୁ ନେଇ ଅଭିଯୋଗକାରୀଙ୍କ ଅଭିଯୋଗ ପରେ, ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ନିଜର ଦୋଷ ସ୍ଵୀକାର କରିଥିଲେ ।  ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of the Accused persons : Amiya Kumar Swain (29), S/O- Ranjan Kumar Swain of Repur Patana, PS- Tirtol, Dist- Jagatsinghpur and Sambit Swain (46), S/O- Bharat Chandra Swain of Repur Patana, PS- Tirtol, Dist- Jagatsinghpur.

LEAVE A REPLY

Please enter your comment!
Please enter your name here