Khandagiri PS Case No- 288,  Ganja peddler arrested

0
652
Manas Kumar Sahoo (38), S/o- Maguni Sahoo of Vill- Daradasasan, (Hatuari), PS- Biridi, Dist- Jagatsinghpur, At/pr- Panchasakhanagar, Dumduma, PS- Khandagiri, Dist- Khordha

By Biswanath Dash

BHUBANESWAR:   Khandagiri PS Case No- 288 dt. 08.07.2023 u/s- 20(b)(ii)(C) NDPS Act.PO: In a Cabin near ITER College, PS- Khandagiri, Bhubaneswar UPD.

Gist of the Case:

ଏକ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଖଣ୍ଡଗିରି ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଆଇଟିଆର କଲେଜ ନିକଟରେ ଥିବା ଏକ କ୍ୟାବିନରେ ଅତର୍କିତ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତକଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତଙ୍କ ତଲାସି ବେଳେ ପୁଲିସ ତାଙ୍କ ନିକଟରୁ ମୋଟ ୨୧କେଜି ଓଜନର ଗଞ୍ଜେଇ, ଓ ୧,୬୦,୦୦୦/- ଟଙ୍କା ଜବତ କରିଥିଲେ ।

ପଚରା ଉଚରା ସମୟରେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିବା ସହ ଉକ୍ତ ଗଞ୍ଜେଇକୁ ନୟାଗଡ ଅଞ୍ଚଳରୁ ସଂଗ୍ରହ କରି ବେଆଇନ ଭାବରେ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ କରୁଥିବାର ପ୍ରକାଶ କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଖଣ୍ଡଗିରି ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ବିଦ୍ର: ଜନସାଧାରଣମାନେ ମୋବାଇଲ, ଗାଡି, ସୁନା/ରୂପା ଗହଣା ଚୋରୀ ତଥା ଛିନତାଇ କିମ୍ବା ନିଶା କାରବାର ବିଷୟରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟ୍ସଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name and Address of Accused Persons:

1.         Manas Kumar Sahoo (38), S/o- Maguni Sahoo of Vill- Daradasasan, (Hatuari), PS- Biridi, Dist- Jagatsinghpur, At/pr- Panchasakhanagar, Dumduma, PS- Khandagiri, Dist- Khordha.

Article Seized:

1.         Contraband Ganja weighing -21 Kg,

2.         Cash of RS-1,60,000/-.

LEAVE A REPLY

Please enter your comment!
Please enter your name here