Khandagiri PS Case No-228, three accused forwarded to Court

0
433

By Biswanath Dash

BHUBANE SWAR: Khandagiri PS Case No. 228, dtd.23.05.2023, U/S- 294/341/323/506/34 IPC.PO:Near Khandagiri Hill, PS- Khandagiri, Bhubaneswar UPD.

Gist of the Case:

ଖଣ୍ଡଗିରି ଥାନା ପୁଲିସ ଅଭିଯୋଗକାରୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କର ଖଣ୍ଡଗିରି ପାହାଡ ନିକଟରେ ଗୋଟିଏ ସ୍ନ୍ଯାକ୍ସ ଦୋକାନ ଅଛି । ଗତ ତା ୨୩.୦୫.୨୦୨୩ ରିଖ ରାତିରେ ସେ ତାଙ୍କର ଦୋକାନ ବନ୍ଦ କରୁଥିବା ସମୟରେ ଅଭିଯୁକ୍ତ ଅନୁଭବ ତାଙ୍କର ଭଉଣୀ ଓ ଅନ୍ୟ ଜଣଙ୍କ ସହିତ ଉକ୍ତ ଦୋକାନ ନିକଟକୁ ଆସି ସ୍ନ୍ଯାକ୍ସ ମାଗିଥିଲେ। ଅଭିଯୋଗକାରୀ ଦୋକାନ ବନ୍ଦ କରୁଥିବାରୁ ସ୍ନ୍ଯାକ୍ସ ଦେବାକୁ ମନା କରିଦେଇଥିଲେ ।

ଏହାକୁ କେନ୍ଦ୍ର କରି ଅଭିଯୋଗକାରୀ ଏବଂ ଅଭିଯୁକ୍ତ ଅନୁଭବଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏନେଇ ଅଭିଯୁକ୍ତ ଅନୁଭବ ତାଙ୍କର ବାପା ଓ ସାଙ୍ଗ ଦୀପକକୁ ଘଟଣା ସ୍ଥଳକୁ ଡ଼ାକିଥିଲେ । ନିମ୍ନୋକ୍ତ ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ।

 କିଛି ସ୍ଥାନୀୟ ଦୋକାନୀ ଘଟଣା ସ୍ଥଳକୁ ଆସିବାରୁ ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କୁ ହତ୍ୟା କରିବାର ଧମକ ଦେଇ ଘଟଣାସ୍ଥଳରୁ ଚାଲି ଯାଇଥିଲେ । ଏନେଇ ଚନ୍ଦନ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଆଜି ବିଶେଷ ସୂତ୍ରରୁ ଖବର ପାଇ ନିମ୍ନୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି ଥାନା କୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତମାନେ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ।  ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

1.         Bansidhar Behera (49), S/o- Lt. Dama Behera,

2.         Anubhab Behera (19), S/o- Bansidhar Behera and

3.         Deepak Khuntia (20), S/o- Raj Kishore Khuntia

All are of Khandagiri Bari, Near Parsuram Temple, PS- Bharatpur, BBSR.

LEAVE A REPLY

Please enter your comment!
Please enter your name here