By Our Correspondent
BHUBANESWAR: The Odisha unit of BJP has planned week long Cleanness Drive in Religious Institutions in the State. It was part of party’s national plan to celebrate the inauguration of the newly built Kashi Vishwanath Corridor.
Prime Minister Narendra Modi will dedicate the newly developed corridor to the nation on December 13. The party will put up LED screens at 51,000 spots across the country where the ‘Divya Kashi – Bhavya Kashi’ programme will be telecast live. Apart from this, big LED screens will be put up in all important temples, ashrams and religious organisations.
ବିଶ୍ୱରେ ଭାରତର ମହାନ ପ୍ରାଚୀନ ସଂସ୍କୃତିକୁ ପୁନଃ ପ୍ରତିଷ୍ଠା କରିଥିବା ଦେଶର ସଫଳ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି “ଦିବ୍ୟ କାଶୀ-ଭବ୍ୟ କାଶୀ”ର ସ୍ୱପ୍ନକୁ ସାକାର କରୁଛନ୍ତି । ୯ ଡିସେମ୍ବରରେ ପ୍ରଭାତ ପରିକ୍ରମା ୧୦,୧୧ ଓ ୧୨ରେ ସ୍ୱଚ୍ଛତା ଅଭିଯାନ ମଠ, ମନ୍ଦିର, ଆଶ୍ରମ, ଧାର୍ମିକ ସ୍ଥଳରେ କରାଯିବ । , State BJP leaders said at a press meet here.
ସାରା ଦେଶରୁ ସମସ୍ତ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ମାନଙ୍କର ୧୩,୧୪,୧୫ ଡିସେମ୍ବର ୨୦୨୧ ଧାର୍ମିକ, ସାଂସ୍କୃତିକ ପ୍ରବାସ ହେବ। ୧୩ ଡିସେମ୍ବରରେ ଦେଶର ସମସ୍ତ ଜ୍ୟୋର୍ତିଲିଙ୍ଗଙ୍କ ନିକଟରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହେବ। କାର୍ଯ୍ୟକ୍ରମର ସିଧାପ୍ରସାରଣ ପାଇଁ ଦେଶର ପ୍ରାୟ ୫୧,୦୦୦ ସ୍ଥାନରେ ବଡ ପରଦା ଲାଗିବ। , BJP Leader Nayan Mohanty said.
ଦେଶର ସମସ୍ତ ମଣ୍ଡଳରେ ଶିବାଳୟ ତଥା ପ୍ରମୁଖ ମଠ ମନ୍ଦିରମାନଙ୍କରେ ବ୍ୟବସ୍ଥିତ ରୂପରେ ପରଦା ଲଗାଇ ୧୩ ଡିସେମ୍ବରର ଅଦ୍ଭୁତପର୍ବ କାର୍ଯ୍ୟକ୍ରମର ସିଧାପ୍ରସାରଣ ହେବ । ଓଡିଶାରେ ମଧ୍ୟ ସମସ୍ତ ମଣ୍ଡଳରେ ଶିବାଳୟମାନଙ୍କରେ ୧୩ ଡିସେମ୍ବରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପ୍ରସ୍ତୁତି ଚାଲିଛି । , they added.