OdishaBhubaneswar Kalinga Commercial Corporation Ltd ର ଅଧ୍ୟକ୍ଷ ଡକ୍ଟର ସୌମ୍ୟ ରଞ୍ଜନ ସାମଲ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ୧ କୋଟି ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଛନ୍ତି By Anurjay - March 20, 2025 0 55 Facebook Twitter Pinterest WhatsApp By Our Correspondent BHUBANESWAR: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ Kalinga Commercial Corporation Ltd.ର ଅଧ୍ୟକ୍ଷ ଡକ୍ଟର ସୌମ୍ୟ ରଞ୍ଜନ ସାମଲ ସାକ୍ଷାତ କରିଛନ୍ତି। ଏହି ଅବସରରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।