By Our Correspondent
BHUBANESWAR: Former Union Minister and sitting Sundargarh BJP MP, Jual Oram has stepped up his campaign seeking votes for Party candidates fighting the Panchayat and Zilla Parishad Polls.
ମୋଦି ଜୀଙ୍କ ନେତୃତ୍ୱରେ ସାରା ଦେଶ ରେ ବିକାଶ କାର୍ଯ୍ୟ ଚାଲିଥିବା ବେଳେ ନିଜ ଅଞ୍ଚଳ କୁ ସେହି ବିକାଶ ଧାରା ରେ ଯୋଡିବା ପାଇଁ ସମସ୍ତେ କୋଇଡ଼ା(ଖ) ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ କୁଳମଣି ପାତ୍ର ଙ୍କୁ ପଦ୍ମଫୁଲ ଚିହ୍ନ ରେ ଭୋଟ୍ ଦେଇ ଅଞ୍ଚଳ ର ବିକାଶ ରେ ସହାୟକ ହେବାକୁ ଟେନସା ଠାରେ ପଦଯାତ୍ରା ମାଧ୍ୟମରେ ଜନସାଧାଣଙ୍କୁ ନିବେଦନ କରିଥିଲି।, Oram said.
ଆଜି କୋଇଡା ଅଞ୍ଚଳ ଗସ୍ତ ଅବସରରେ ଟେନସା ଠାରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଆଶିଷ କାମନା କରିଥିଲି ।, the MP added.
ମୋଦି ଜୀ ଙ୍କ ନେତୃତ୍ୱରେ ସାରା ଦେଶ ରେ ବିକାଶ କାର୍ଯ୍ୟ ଚାଲିଥିବା ବେଳେ ନିଜ ଅଞ୍ଚଳ କୁ ସେହି ବିକାଶ ଧାରା ରେ ଯୋଡିବା ପାଇଁ ସମସ୍ତେ ଲହୁଣୀ ପଡ଼ା(ଖ) ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ଲିଲିମା ନାଗ ଙ୍କୁ ପଦ୍ମଫୁଲ ଚିହ୍ନ ରେ ଭୋଟ୍ ଦେଇ ଅଞ୍ଚଳ ର ବିକାଶ ରେ ସହାୟକ ହେବାକୁ ନିବେଦନ କରିଥିଲି।, he said.