Jatani P.S Case No-385, two accused arrested

0
48

By Our Correspondent

BHUBANESWAR:  Jatani P.S Case No-385, dtd.27.09.2024, U/S- 303(2)/3(5) BNS.PO: At Bagalamukhi Temple, PS- Jatni, BBSR UPD.

Gist of the FIR:

ଜଟଣୀ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଯୁଧିଷ୍ଠିର ସାମନ୍ତରାଙ୍କ ଅଭିଯୋଗ ଭିତ୍ତିରେ ମାମଲାର ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ବଗଳାମୁଖୀ ମନ୍ଦିରରେ ମୁଖ୍ୟ ସେବକ ହିସାବରେ ସେବା କରନ୍ତି। ଗତ ତା.୨୭.୦୪.୨୦୨୪ ରିଖ ଅପରାହ୍ନ ୫ଟା ସମୟରେ ତିନି ଜଣ ଅଜଣା ବ୍ୟକ୍ତି, ଉକ୍ତ ମନ୍ଦିର ପରିସରେ ପଡିଥିବା କିଛି ଲୁହା ରଡ ଓ ଲୁହା ପାଇପ ଆଦିକୁ ଏକ ଅଟୋ ସାହାଯ୍ୟରେ ଚୋରୀ କରିନେଇଯାଇଥିଲେ।

ଅଭିଯୁକ୍ତମାନେ ଚୋରୀଯାଇଥିବା ସାମଗ୍ରୀ ଗୁଡ଼ିକୁ ନିକଟସ୍ଥ ଏକ କବାଡି ଦୋକାନରେ ବିକ୍ରୟ କରିବାକୁ ପ୍ରୟାସ କରୁଥିବା ସମୟରେ ଅଭିଯୋଗକାରୀ ଏହାର ଖବର ପାଇ ,ସେମାନଙ୍କ ମଧ୍ୟରୁ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରି ପୁଲିସ ଜିମାରେ ଦେବା ସହିତ ଏକ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ସେମାନଙ୍କ ନିକଟରୁ ଚୋରୀଯାଇଥିବା ସାମଗ୍ରୀ ସବୁ ସହିତ ଘଟଣାରେ ବ୍ଯବହୃତ ଅଟୋଟିକୁ ଜବତ କରିଛନ୍ତି ।  ପଚରାଉଚରା ବେଳେ ଅଭିଯୁକ୍ତମାନେ ନିଜ ଦୋଷ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।

Name and Address of Accused Persons:

  1. Balaji Behera aka Bala (48), S/o- Laxmi Narayan Behera of Dolamandap Sahi, Budhapada, Ps- Jatni, Dist- Khordha.
  2. Karpura Panda aka Papu (36), S/o- Debendra Panda of Brahmana sahi, Budhapada, PS- Jatni, Dist- Khordha.

Article Seized:

  1. Iron rod and ring.
  2. One Auto.

 

LEAVE A REPLY

Please enter your comment!
Please enter your name here