Jajpur DMF allocates Rs 635.20 Crore for various Development Projects in Sukinda-Danagadi Blocks

0
692

By Our Correspondent

BHUBANESWAR: ଖଣି ପ୍ରଭାବିତ ସୁକିନ୍ଦା ଏବଂ ଦାନଗଦୀ ବ୍ଲକର ଉନ୍ନତି ଲାଗି ଯାଜପୁର ଜିଲ୍ଲା ଖଣିଜ ନ୍ୟାସ (DMF) ଟ୍ରଷ୍ଟ ବୋର୍ଡରେ ୬୩୫ କୋଟି ୨୦ଲକ୍ଷ ଆବଣ୍ଟିତ ହୋଇଛି।ଶିକ୍ଷା ଏବଂ ଗମନା ଗମନା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ,  ସୁକିନ୍ଦା-ଦାନଗଦୀର ପ୍ରାଥମିକ-ମାଧ୍ୟମିକ ସ୍କୁଲର ରୂପାନ୍ତରଣ ପାଇଁ ୨୫୫ କୋଟି, said State Minister of Rural Development, Skill Development and Technical Education, Priti Ranjan Ghadai in a tweet.

ଉଭୟ ବ୍ଲକର ଆଶ୍ରମ ସ୍କୁଲର ଉନ୍ନତି ପାଇଁ ୨୫ କୋଟି,  କୁହିକା +2 କଲେଜ ଲାଗି ୧୨ କୋଟି ୫୦ ଲକ୍ଷ, କାଳିଆପାଣିର ପ୍ରସ୍ତାବିତ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ୩୫ କୋଟି,  ଟମକା-ମଙ୍ଗଳପୁର ରାସ୍ତାର ପ୍ରଶସ୍ତି କରଣ ପାଇଁ ୧୮୦ କୋଟି ଅଧିକ ଅର୍ଥ ରାଶି, Minister Ghadai, who represents Sukinda Assembly seat in State Assembly, said , after the DMF meeting chaired by District Collector amid presence of all stakeholders.

ସୁକିନ୍ଦା-ଦାନଗଦୀର ସମସ୍ତ ପଞ୍ଚାୟତର ରାସ୍ତା-ଡ୍ରେନ ନିର୍ମାଣ ଏବଂ ତ୍ରିଜଙ୍ଗା କଲୋନୀର ଉନ୍ନତି ପାଇଁ ୨୨ କୋଟି ୫୦ ଲକ୍ଷ,  ସୁକିନ୍ଦା-ଦାନଗଦୀର ୪୮ ପଞ୍ଚାୟତରେ ଗ୍ରୀନ-ପାର୍କ ଏବଂ ଷ୍ଟାଡିୟିମ ନିର୍ମାଣ ପାଇଁ ୪୮ କୋଟି ଏବଂଦକ୍ଷତା ବିକାଶ-ଜୀବୀକାର୍ଜନ ଯୋଜନାରେ ୫୦ କୋଟି ପ୍ରଦାନ କରିବାକୁ DMF ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛି।, Minister Ghadai said.

LEAVE A REPLY

Please enter your comment!
Please enter your name here