Infocity PS Case No 439, Three Drug Peddlers arrested

0
346
Ralvin Patasani aka Lucky (28), S/O- Sridhara Patsani of Jethisahi, Daruthenga, PS- Chandaka, Bhubaneswar UPD, Sushil Kumar Biswal (21), S/O- Prasanna Kumar Biswal of Kankapur, PS- Gadishagada, Dist- Puri, A/P- RAY no. 129, Chirgoltola Basti, PS- Infocity, Bhubaneswar UPD, Pooja Mohanty (26), W/O- Srikrushna Mohanty of Daruthenga, PS- Chandaka, Bhubaneswar UPD, A/P- RAY no. 129, Chirgoltola Basti, PS- Infocity, Bhubaneswar UPD

By Our Correspondent

BHUBANESWAR:  Infocity PS Case No 439 Dtd 30.12.2023 U/S- 21 (b)/ 29 NDPS Act.PO:  Chirgoltola Basti Playground, PS- Infocity, Bhubaneswar UPD.

Gist of the Case:

ଗତ ତା ୨୯.୧୨.୨୦୨୩ରିଖ ଦିନ ଏକ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଇନଫୋସିଟି ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଚିରଗୋଲଟୋଲା ବସ୍ତିରା ଖେଳପଡିଆରେ ଅତର୍କିତ ଚଢଉ କରି ଘଟଣା ସ୍ଥଳରୁ ନିମ୍ନୋକ୍ତ ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତମାନଙ୍କ ତଲାସି ବେଳେ ପୁଲିସ semananka ନିକଟରୁ ମୋଟ ୧୯ ଗ୍ରାମ ଓଜନର ବ୍ରାଉନ ସୁଗାର, ୨୫୦୪୦ ଟଙ୍କା ଏବଂ ଏକ ହୋଣ୍ଡା ଆକ୍ଟିଭା ଗାଡି ଜବତ କରିଥିଲେ।

 ପଚରାଉଚରା ସମୟରେ ଅଭିଯୁକ୍ତମାନେ ନୟାଗଡ ଅଞ୍ଚଳରୁ ବ୍ରାଉନ ସୁଗାର ଆଣି ଜନସାଧାରଣଙ୍କୁ ବିକ୍ରି କରୁଥିବାର ସ୍ଵୀକାର କରିଥିଲେ। ସେମାନଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ବିଦ୍ର: ଜନସାଧାରଣମାନେ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟ୍ସଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name and Address of Accused Person:

Ralvin Patasani aka Lucky (28), S/O- Sridhara Patsani of Jethisahi, Daruthenga, PS- Chandaka, Bhubaneswar UPD, Sushil Kumar Biswal (21), S/O- Prasanna Kumar Biswal of Kankapur, PS- Gadishagada, Dist- Puri, A/P- RAY no. 129, Chirgoltola Basti, PS- Infocity, Bhubaneswar UPD, Pooja Mohanty (26), W/O- Srikrushna Mohanty of Daruthenga, PS- Chandaka, Bhubaneswar UPD, A/P- RAY no. 129, Chirgoltola Basti, PS- Infocity, Bhubaneswar UPD.

LEAVE A REPLY

Please enter your comment!
Please enter your name here