Infocity PS Case No-324, accused arrested

0
340
Babuna Patra (36), S/o- Lt. Dilip Patra, At- Plot No- 658, Sikharchandinagar, BBSR, PS- Infocity, Bhubaneswar UPD.

By Biswanath Dash

BHUBANESWAR:  Infocity PS Case No-324, dtd.05.10.2023, U/S-341/323/294/332/353/506/34 IPC, PO:   Near Sikharchandi Chhak, PS- Infocity, BBSR UPD.

Gist of the FIR:

ଇନ୍ଫୋସିଟି ଥାନା ପୁଲିସ ଉପରୋକ୍ତ ମାମଲାର ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କାଲି ପ୍ରାୟ ୧୧ ଟାରେ ଇନ୍ଫୋସିଟି ଥାନାର ହାବିଲଦାର ନିରାକାର ଖଟୁଆ ସମନ ବାଣ୍ଟି ସାରି ଥାନାକୁ ଫେରୁଥିବା ସମୟରେ ଶିଖରଚଣ୍ଡୀ ଛକ ନିକଟରେ କିଛି ଅସାମାଜିକ ବ୍ୟକ୍ତି ମାନଙ୍କୁ ପରସ୍ପର ମଧ୍ୟରେ ଝଗଡା କରୁଥିବାର ଦେଖିଥିଲେ । ନିରାକାର ସେଠାକୁ ଯାଇଥିଲେ ଏବଂ ସେମାନଙ୍କୁ ଝଗଡା ନକରି ଥାନାକୁ ଯାଇ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ସେହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର କିଛି ସହଯୋଗୀ ନିରାକାରଙ୍କୁ ବିରୋଧ କରିବା ସହ ତାଙ୍କୁ ଆକ୍ରମଣ କରିଥିଲେ । ଇନ୍ଫୋସିଟି ଥାନା ପୁଲିସ ଏହି ମାମଲାର ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । 

ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ସ୍ଥଳେ ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଚେଷ୍ଠା ଜାରି ରହିଛି । 

Name & Address of Accused persons:

Babuna Patra (36), S/o- Lt. Dilip Patra, At- Plot No- 658, Sikharchandinagar, BBSR, PS- Infocity, Bhubaneswar UPD.

LEAVE A REPLY

Please enter your comment!
Please enter your name here