Infocity PS Case No-289, accused forwarded to Court

0
344
Sushanta Mahunta (37), S/O- Kulamani Mahunta of Badabagha Sahi, PS- Brahmabarada, Dist- Jajpur, At/Pr- Sambit Palace, Rajmahal, Bhubaneswar UPD

By Our Correspondent

BHUBANESWAR:  Infocity PS Case No-289, dtd.02.09.2023, U/S-420/419/406/409/506/34 IPC.PO: PS- Infocity, Bhubaneswar UPD.

Gist of the Case:

ଇନଫୋସିଟି ଥାନା ପୁଲିସ ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ମାମଲାର ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ପଟିଆ ଠାରେ ଏକ ଶିକ୍ଷାନୁଷ୍ଠାନ ଅଛି । ଗତ ନଭେମ୍ବର ମାସରେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀ ଅଭିଯୋଗକାରୀଙ୍କୁ ସାକ୍ଷାତ କରି ତାଙ୍କୁ ସହଜସାଧ୍ୟ ଭାବେ ଲୋନ କରାଇଦେବା ଲାଗି ପ୍ରତିଶୃତି ଦେଇ ଦୁଇଟି କିସ୍ତିରେ ମୋଟ ୪,୧୭,୦୦୦ଟଙ୍କା ଠକି ନେଇଥିଲେ । ଟଙ୍କା ନେବାର ଆଠମାସ ବିତି ଯାଇଥିଲେ ମଧ୍ୟ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀ ଅଭିଯୋଗକାରୀଙ୍କୁ କୌଣସି ଲୋନ କରାଇ ଦେଇନଥିଲେ କି ନେଇଥିବା ଟଙ୍କା ମଧ୍ୟ ଆଉ ଫେରସ୍ତ ଦେଇନଥିଲେ ।

ଟଙ୍କା ଫେରସ୍ତ ସମ୍ପର୍କରେ ପଚାରିବାରୁ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କୁ ନାନା ପ୍ରକାର ଧମକ ଦେଇଥିଲେ । ଘଟଣାର ଅଭିଯୋଗ ପରେ ଇନଫୋସିଟି ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ତଦନ୍ତ ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Person:

Sushanta Mahunta (37), S/O- Kulamani Mahunta of Badabagha Sahi, PS- Brahmabarada, Dist- Jajpur, At/Pr- Sambit Palace, Rajmahal, Bhubaneswar UPD.

LEAVE A REPLY

Please enter your comment!
Please enter your name here