Infocity PS Case No-271, accused arrested

0
413

By Our Correspondent

BHUBANESWAR: Infocity PS Case No-271, dtd-08.08.2023, U/S-20(b) (ii) (B) NDPS Act.

PO: Inside a cabin, Near Jaydev Sikhya Kendra, Kanan Vihar, PS- Infocity, BBSR UPD.

Gist of the Case:

ଏକ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଇନଫୋସିଟି ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ କାନନ ବିହାର ଅନ୍ତର୍ଗତ ଜୟଦେବ ଶିକ୍ଷା କେନ୍ଦ୍ର ନିକଟରେ ଥିବା ଅଭିଯୁକ୍ତଙ୍କ କ୍ୟାବିନ ଉପରେ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।

ଅଭିଯୁକ୍ତଙ୍କ ତଲାସି ବେଳେ ପୁଲିସ ତାଙ୍କ ନିକଟରୁ ମୋଟ ୧କେଜି ୯୦୦ଗ୍ରାମ ଓଜନର ଗଞ୍ଜେଇ, ଏବଂ ୭୦୦ ଟଙ୍କା ଜବତ କରିଥିଲେ। ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିବା ବେଳେ, ଏହି ଗଞ୍ଜେଇକୁ ସେ ନୟାଗଡ ଅଞ୍ଚଳରୁ ଆଣି ସେଠାରେ ବେଆଇନ ଭାବରେ ସାଧାରଣ ଲୋକଙ୍କୁ ବିକ୍ରୟ କରୁଥିବା ଦର୍ଶାଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଇନଫୋସିଟି ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ବିଦ୍ର: ଜନସାଧାରଣମାନେ ନିଶା କାରବାର ବିଷୟରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟ୍ସଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name & Address of Accused person:

Jayakrushna Sahoo (35), S/O- Late Laxmidhar Sahoo, At- Retanga, PS- Tamando, Bhubaneswar, At/Pr- Near Jaydev Sikhya Kendra, Karan Vihar, Phase-II, Patia, PS- Infocity, BBSR UPD.

Article Seized:

Contraband Ganja of 1kg 900grams.

Cash of Rs.700/-

LEAVE A REPLY

Please enter your comment!
Please enter your name here