Infocity PS Case No- 230, two accused arrested

0
439
Kanhu Charan Moharana (63), S/o- Kalandi Moharana, resident of Plot. No- 705, Patia Rout Sahi, PS- Chandrasekharpur, BBSR, Dist- Khordha, and Dharama Achari (50), S/o- Late Rama Murti Achari, Vill- jay Hind Vihar, PS- Jarada, Dist- Ganjam, At/pr- Plot Np- 904, Panda Park Basti-A, Niladri Vihar, PS- Chandrasekharpur, BBSR, Dist- Khordha.

By Our Correspondent

BHUBANESWAR:  Infocity PS Case No- 230 dt. 07.07.2023 u/s- 20(b)(ii)(B) NDPS Act.PO:On the road side of Chunukuli Basti, PS- Infocity, Bhubaneswar UPD.

Gist of the Case:

ଏକ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଇନ୍ଫୋସିଟି ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଚୁନୁକୁଳି ବସ୍ତିରେ ଥିବା ଖେଳପଡ଼ିଆ ନିକଟରେ ଅତର୍କିତ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତ ଦୁହିଁଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତ ମାନଙ୍କ ତଲାସି ବେଳେ ପୁଲିସ ତାଙ୍କ ନିକଟରୁ ମୋଟ ୨କେଜି ୩୦୦ଗ୍ରାମ ଓଜନର ଗଞ୍ଜେଇ, ଓ ୫୦୭୦/- ଟଙ୍କା ଜବତ କରିଥିଲେ ।

ପଚରା ଉଚରା ସମୟରେ ଅଭିଯୁକ୍ତମାନେ ନିଜର ଅପରାଧ ସ୍ଵୀକାର କରିବା ସହ ଉକ୍ତ ଦୈନଦିନ ଚଳଣି ପାଇଁ ଉକ୍ତ ଗଞ୍ଜେଇକୁ ବେଆଇନ ଭାବରେ ବିକ୍ରୟ କରୁଥିବାର ପ୍ରକାଶ କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଇନ୍ଫୋସିଟି ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ବିଦ୍ର: ଜନସାଧାରଣମାନେ ମୋବାଇଲ, ଗାଡି, ସୁନା/ରୂପା ଗହଣା ଚୋରୀ ତଥା ଛିନତାଇ କିମ୍ବା ନିଶା କାରବାର ବିଷୟରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟ୍ସଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name and Address of Accused Persons:

1.         Kanhu Charan Moharana (63), S/o- Kalandi Moharana, resident of Plot. No- 705, Patia Rout Sahi, PS- Chandrasekharpur, BBSR, Dist- Khordha, and Dharama Achari (50), S/o- Late Rama Murti Achari, Vill- jay Hind Vihar, PS- Jarada, Dist- Ganjam, At/pr- Plot Np- 904, Panda Park Basti-A, Niladri Vihar, PS- Chandrasekharpur, BBSR, Dist- Khordha.

Article Seized:

1.         Contraband Ganja weighing -2kg.300grms, and

2.         Cash of RS-5070/-.

LEAVE A REPLY

Please enter your comment!
Please enter your name here