Infocity PS Case No-223, two illegal liquor trader arrested, 113.5ltrs of ID Liquor seized

0
358

By Biswanath Dash

BHUBANESWAR: Infocity PS Case No.223, dtd.03.07.2023, U/S-52 (a) Odisha Excise Act-2008. Infocity PS Case No.224, dtd.03.07.2023, U/S-52 (a)(i) Odisha Excise Act-2008. PO-Chirgoltola Basti, PS- Infocity, Bhubaneswar UPD.

Gist of the Case:

ଇନଫୋସିଟି ଥାନା ପୁଲିସ ବେଆଇନ ଦେଶୀ ମଦ ବିକ୍ରୟ ଅଭିଯୋଗରେ ୨ଟି ପୃଥକ ମାମଲାରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଇନଫୋସିଟି ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ୍ ଥାନା ଅନ୍ତର୍ଗତ ଚିରଗୋଲଟୋଲା ବସ୍ତିରେ ଚଢଉ କରିବା ସହ ସର୍ବସାଧାରଣରେ ବେଆଇନ ଦେଶୀ ମଦ ବିକ୍ରି ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ତଲାସି ବେଳେ ଉଭୟ ଅଭିଯୁକ୍ତଙ୍କ ହେପାଜତରୁ ଯଥାକ୍ରମେ ୫୧.୫ଲିଟର ଓ ୬୨ଲିଟର ଦେଶୀମଦ ଜବତ କରିଥିଲେ । ପଚରା ଉଚରା ବେଳେ, ଅଭିଯୁକ୍ତମାନେ ଏହି ଦେଶୀ ମଦ ବିକ୍ରୟ ନେଇ କୌଣସି ବୈଧ ଲାଇସେନ୍ସ ଦେଖାଇପାରି ନଥିବା ବେଳେ, ଉକ୍ତ ଦେଶୀ ମଦକୁ ବେଆଇନ ଭାବରେ ସର୍ବସାଧାରଣରେ ବିକ୍ରୟ କରୁଥିବା ଦର୍ଶାଇଥିଲେ । 

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons: (PS Case No.223)

1.         Muni Singh (45), W/O- Ramesh Patra, Vill- Indupur Panidaudi, PS- raruan, Dist- Mayurbhanj, At/Pr- Chirgoltola Basti, PS- Infocity, Bhubaneswar UPD.

Name and Address of Accused Persons: (PS Case No.224)

2.         Guru Prasad Hansdah (30), S/O- Late Ghasiram Hansdah, Vill- Shyamsundar Dhadasahi, PS- Rairangpur,Dist- Mayurbhanj, At/Pr- Chirgoltola Basti, Ray No.338, PS- Infocity, Bhubaneswar UPD.

Seizure:

1.         Total 113.5ltrs of ID Liquor.

LEAVE A REPLY

Please enter your comment!
Please enter your name here