In View of Heat wave, Odisha announces Morning Classes for Schools from April 11

0
364

By Our Correspondent

BHUBANESWAR:   The new academic session will start from April 3 from class 1 to 12th. Enrollment in schools will be completed by April 8.

 ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକର ଶିକ୍ଷାବର୍ଷ ୨୦୨୩-୨୪ରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆସନ୍ତା ଏପ୍ରିଲ୍ ୩ ତାରିଖରୁ ପାଠପଢା ଆରମ୍ଭ ହେବ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୧ ତାରିଖରୁ ଏହିସବୁ ଶ୍ରେଣୀର ପାଠପଢା ସକାଳ ୭ଟାରୁ ୧୧.୩୦ ପର୍ଯ୍ୟନ୍ତ ଚାଲିବ।

LEAVE A REPLY

Please enter your comment!
Please enter your name here