IMD warns Fishermen not venture into Sea in next 5 Days as Heavy Rains Expected

0
606
IMD warns Fishermen not venture into Sea in next 5 Days as Heavy Rains Expected

By Our Correspondent

BHUBANESWAR: ଆଜିଠୁ ବଢିବ ବର୍ଷା, ଆସନ୍ତା କାଲି ଲଘୁଚାପ .୬ ରୁ ୧୦ ଯାଏଁ ରାଜ୍ୟରେ ବିସ୍ତାରିତ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେମି). ୮ ଏବଂ ୯ ତାରିଖ ମଧ୍ୟରେ କିଛ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା (> ୨୦ସେମି).

ବର୍ଷା ପ୍ରଭାବରେ ତଲୁଆ ଅଞ୍ଚଳରେ ପାଣି ଜମିବ ସହ କଚ୍ଚା ରାସ୍ତା ଏବଂ କଚ୍ଚା ଘର ପ୍ରଭାବିତ ହେବା ସମ୍ଭାବନା .ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ଅସୁରକ୍ଷିତ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା .ଚାଷୀ ମାନଙ୍କୁ ସାମୟିକ ଭାବେ ଜମିରେ ୧୦ ତାରିଖ ଯାଏଁ କୀଟନାଶକ , ସାର , ଜଳସେଚନ ମନା. ୭ ରୁ ମତ୍ସ୍ୟଜୀବୀ ମାନଙ୍କୁ ଗଭୀର ସମୁଦ୍ର ଏବଂ ୮ ରୁ ୧୦ ଯାଏଁ ଓଡିଶା ଉପକୂଳ ମନା.

LEAVE A REPLY

Please enter your comment!
Please enter your name here