By Our Correspondent
PURI/BHUBANESWAR: The first lot of “Asana” and “Dhaura” woods from Nayagarh range for the making of Rathas (chariots) have arrived at “Puri” for the Ratha Jatra2022. Three logs would be used for the Anukula on the coming “Basanta Panchami”.
ଚଳିତବର୍ଷ ରଥଯାତ୍ରା ନିମନ୍ତେ ପ୍ରଥମ ପର୍ଯ୍ୟାୟର ରଥକାଠ ଶ୍ରୀକ୍ଷେତ୍ରରେ ପହଁଚିଲା . ଆଜି ତା ୨.୨.୨୨ ବୁଧବାର ଚଳିତ ୨୦୨୨ ମହାପ୍ରଭୁଙ୍କରଥଯାତ୍ରା ନିମନ୍ତେ ନୟାଗଡ ବନଖଣ୍ଡ ରୁ ପ୍ରଥମ ଦଫାରେ ସର୍ବମୋଟ ୬୩ ଖଣ୍ଡ କାଠ (୩୪ ଗୋଟି ଅସନ ଏବଂ ୨୯ ଗୋଟି ଧଉରା) ତିନିଗୋଟି ଟ୍ରକ ଯୋଗେ ରଥଖଳା ଠାରେ ପହଂଚିଛି ।
ଆସନ୍ତା ତା ୫.୨.୨୦୨୨ ରିଖ ଶ୍ରୀପଞ୍ଚମୀ ଦିନ ବିଧିମତେ ରଥ ଖଳା ଠାରେ ତିନି ଗୋଟି ରଥକାଠ ଅନୁକୂଳ ପୂଜା ଆରମ୍ଭ ହେବ ।