Crime File: Mancheswar PS Case No-121, accused forwarded to Court

0
439
Rakesh Patra(40), S?o- Prafulla Patra, Vill- Gadakana, PS- Mancheswar, Bhubaneswar UPD

By Biswanath Dash  

BHUBANESWAR:  Mancheswar PS Case No-121, dtd.15.03.2023, U/S-341/323/307/506 IPC.

Gist of the FIR:

ଗତ ତା ୧୫.୦୩.୨୦୨୩ ରିଖରେ ଅଭିଯୋଗକାରୀ ସୌମ୍ଯରଞ୍ଜନ ପାତ୍ରଙ୍କ ମଞ୍ଚେଶ୍ଵର ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା । ମଞ୍ଚେଶ୍ଵର ଥାନା ପୁଲିସ ତଦନ୍ତ କରି ଅଭିଯୁକ୍ତ ରାକେଶଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି ।

ଅନୁସନ୍ଧାନରୁ ଜଣାପଡିଛି ଯେ, ତା ୧୫.୦୩.୨୦୨୩ ରିଖ ରାତି ୯.୩୦ରେ ଅଭିଯୋଗକାରୀ ତାଙ୍କର ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ରାକେଶ ଏକ ମୋଟରସାଇକେଲରେ ତାଙ୍କ ନିକଟକୁ ଆସିଥିଲେ ଏବଂ ଅଚାନକ ଏକ ଖଣ୍ଡା ରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । କୌଶଳ କ୍ରମେ ସୌମ୍ଯରଞ୍ଜନ ଅଭିଯୁକ୍ତ ରାକେଶଙ୍କ କବଳରୁ ଖସିବାରେ ସକ୍ଷମ ହେବପରେ ରାକେଶ ତାଙ୍କୁ ଅନୁସରଣ କରି ହତ୍ୟା କରିବା ଉଦେଶ୍ୟରେ ତାଙ୍କର ମୁଣ୍ଡକୁ ଆକ୍ରମଣ କରିଥିଲେ । ଆଜି ବିଶେଷ ସୂତ୍ରରୁ ଖବର ପାଇ ମଞ୍ଚେଶ୍ଵର ପୁଲିସ ଅଭିଯୁକ୍ତ ରାକେଶ କୁ କାବୁ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ । ତଦନ୍ତ ବେଳେ ଅଭିଯୁକ୍ତ ନିଜର ଦୋଷ ସ୍ଵୀକାର କରିଥିଲେ ।

  ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused person:

1.                Rakesh Patra(40), S?o- Prafulla Patra, Vill- Gadakana, PS- Mancheswar, Bhubaneswar UPD.

LEAVE A REPLY

Please enter your comment!
Please enter your name here