Crime File: Kharvel Nagar Police arrested 4 accused in PS Case No.71

0
372

By Biswanath Dash

BHUBANESWAR: Ref: Kharvelnagar PS Case No.71, dtd-15.02.2023   U/s: 294/341/323/325/506/307/ 34 IPC. PO:  At Master Canteen Sqr, PS- Kharvelangar, BBSR UPD.

Gist of the FIR:

ଗତ ତା ୧୫.୦୨.୨୦୨୩ ରିଖରେ ଅଭିଯୋଗକାରୀ ରିତେଶ ପାଣିଗ୍ରାହୀଙ୍କ ଅଭିଯୋଗକ୍ରମେ ଖାରବେଳନଗର ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା । ଖାରବେଳନଗର ଥାନା ପୁଲିସ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ତଦନ୍ତ ପରେ ଆଜି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଏବଂ ତାଙ୍କର ବନ୍ଧୁ ଗତ ତା ୧୪.୦୨.୨୦୨୩ ରିଖ ମଧ୍ୟରାତ୍ରି ରେ ପୁରୀ ରୁ ଫେରି ଭୁବନେଶ୍ବର ରେ ପହଞ୍ଚି ଥିଲେ । ସେମାନେ ରାତ୍ର ଭୋଜନ ପାଇଁ ହୋଟେଲ ଖୋଜି ଖୋଜି ମାଷ୍ଟର କ୍ୟାଣ୍ଟିନ ନିକଟରେ ଥିବା ଏକ ହୋଟେଲ ନିକଟେରେ ଅଟକି ଥିଲେ ଏବଂ ଖାଦ୍ଯ ମାଗିଥିଲେ । ହୋଟେଲ ରେ ଖାଦ୍ଯ ଖାଇବା ପୂର୍ବରୁ ହୋଟେଲ କର୍ମଚାରୀ ତାଙ୍କୁ ୫୦/- ଦେବାକୁ ପଡିବ କହିଥିବାରୁ ସେ ଖାଦ୍ଯ ଖାଇଥିଲେ । ଅଭିଯୋଗକାରୀ ଖାଦ୍ଯ ଖାଇସାରିବା ପରେ ହୋଟେଲ କର୍ମଚାରୀ ତାଙ୍କୁ ୮୦/- ବିଲ ଦେବାକୁ କହିଥିଲେ । ଏନେଇ ଅଭିଯୋଗକାରୀ କାରଣ ପଚାରିବାରୁ ହୋଟେଲ କର୍ମଚାରୀ ତାଙ୍କର ଅନ୍ୟ କିଛି ସହଯୋଗୀଙ୍କ ସହିତ ମିଳିତ ଭାବରେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ଖଡୁ ଓ ଚାବି ରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଅଭିଯୋଗକାରୀଙ୍କ ଆଖି, ନାକ, ପାଟି ଓ ମୁହଁରେ ଆଘାତ ବାଜି ପ୍ରଚୁର ରକ୍ତ ସ୍ରାବ ହୋଇଥିଲେ ।

ପୁଲିସ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ । ତଦନ୍ତ ସମୟରେ ଅଭିଯୁକ୍ତ ମାନେ ସେମାନଙ୍କର ଅପରାଧ ସ୍ଵୀକାର କରିବା ପରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Name & Address of Accused person:

1 Kalia Kunda (28) S/o- Narendra Kunda of Sodaka, Ps- Polasara, Dist- Ganjam, At/Pr- Master Canteen, Ps- Kharvelnagar, UPD Bhubaneswar.

(2)Sumanta Mahapatra (48) S/o- Abhimanya Mahapatra of Mustatikiri, PS- Balichandra Pur Dist- Jajpur, At/Pr- Master Canteen, Ps- Kharvelnagar, UPD Bhubaneswar.

(3) Manika Sahoo (26) S/o- Pratap Sahoo of Tentuligada, Ps- Tikabali dist-Kandhamala, At/Pr- Master Canteen, Ps- Kharvelnagar, UPD Bhubaneswar.

(4) Rajendra Nayak (19) S/o- Santosh Nayak of Sodaka, Ps- Polasara, Dist- Ganjam, At/Pr- Master Canteen, Ps- Kharvelnagar, UPD Bhubaneswar.                         

LEAVE A REPLY

Please enter your comment!
Please enter your name here