Crime File: Info Valley PS Case No-76, accused arrested

0
404
Abinash Panda(23), S/o- Kanhu Charan Panda of Vill/PS- Badagao, Dist- Sundargarh, At/pr- Aryabhatta Hostel, Gandhi Engineering College, PS- Infovalley, Bhubaneswar UPD.

By Biswanath Dash  

BHUBANESWAR: Info Valley PS Case No-76, dtd.12.03.2023, U/S-341/294/323/354/354(A)/354(D)/506 IPC.PO:PS- Info Valley, BBSR UPD.

Gist of the FIR:

ଗତ ତା ୧୨.୦୩.୨୦୨୩ ରିଖରେ ଅଭିଯୋଗକରିଣୀ ପୀଡ଼ିତାଙ୍କ ଅଭିଯୋଗକ୍ରମେ ଇନ୍ଫୋଭ୍ୟାଲି ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା । ଇନ୍ଫୋଭ୍ୟାଲି ଥାନା ପୁଲିସ ତଦନ୍ତ କରି ଅଭିଯୁକ୍ତ ଅବିନାଶଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପୀଡ଼ିତା ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଗୋଟିଏ ଘରୋଇ ଇଞ୍ଜିନିୟରିଂ କଲେଜରେ ଅଧ୍ୟୟନ କରନ୍ତି । ଅଭିଯୁକ୍ତ ଅବିନାଶ ଉକ୍ତ କଲେଜରେ ଅଧ୍ୟୟନ କରିବା ସହ ଗତ ୬ ମାସ ହେବ ପୀଡିତାଙ୍କୁ ନିରନ୍ତର ଅନୁସନ୍ଧାନ, ନିର୍ଯ୍ୟାତନା ତଥା ଭୟଭୀତ କରିଆସୁଥିଲେ । ଅବିନାଶଙ୍କ ପ୍ରେମ ନିବେଦନକୁ ପୀଡ଼ିତା ପ୍ରତ୍ୟାଖ୍ୟାନ କରିଦେବାରୁ ଅବିନାଶ ପିଡ଼ିତାଙ୍କ କିଛି ଫଟୋକୁ ଡିଜିଟାଲ୍ ମଧ୍ୟମରେ ଅଶ୍ଳୀଳ କରି ଅନଲାଇନରେ ଅପଲୋଡ୍ କରିବାର ଧମକ ଦେଇଥିଲେ ।

ଗତ ତା ୦୩.୦୩.୨୦୨୩ ରିଖରେ ପୀଡ଼ିତା କଲେଜ ଲନରେ ବସିଥିବା ବେଳେ ଅବିନାଶ ତାଙ୍କ ନିକଟକୁ ଆସିଥିଲେ ଏବଂ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଏକାଧିକ ଚାପୁଡ଼ା ଓ ଗୋଇଠା ମାରିବା ସହ ବଗିଚାରେ ଥିବା ଏକ ଧାରୁଆ କଟର ଦ୍ବାରା ତାଙ୍କୁ ଆକ୍ରମଣ କରିବା ଦ୍ବାରା ତାଙ୍କ ହାତରେ କ୍ଷତ ହୋଇଥିଲା।

  ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused person:

1.                Abinash Panda(23), S/o- Kanhu Charan Panda of Vill/PS- Badagao, Dist- Sundargarh, At/pr- Aryabhatta Hostel, Gandhi Engineering College, PS- Infovalley, Bhubaneswar UPD.

Article Seized:

1.                One  Sharp gardening tool &

2.                One mobile phone.

LEAVE A REPLY

Please enter your comment!
Please enter your name here