Crime File: Info Valley PS Case No-50, accused arrested

0
325

By Biswanath Dash

BHUBANESWAR: Ref:  Info Valley PS Case No-50, Dt-18.02.2023, U/S- 380 IPC.PO:In front of Lord Shiva Temple, Badaraghunathpur, PS- Info Valley, BBSR UPD.

Gist of the FIR:

ଇନଫୋଭ୍ୟାଲି ଥାନା ପୁଲିସ ଏକ ଚୋରୀ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ  ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ବଡରଘୁନାଥପୁର ଅଞ୍ଚଳରେ ଥିବା ଶିବ ମନ୍ଦିର ସମୁଖରେ ଅଭିଯୋଗକାରୀଙ୍କ ଏକ ମୋବାଇଲ ଦୋକାନ ଥିଲା । ଘଟଣା ଦିନ ସନ୍ଧ୍ୟାରେ ଅଭିଯୋଗକାରୀଜଣକ ନିଜ ମୋବାଇଲକୁ ଟେବୁଲ ଉପରେ ରଖି ଦୋକାନ ପୂଜା କରୁଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଉକ୍ତ ମୋବାଇଲଫୋନକୁ ସେଠାରୁ ଚୋରୀକରି ନେଇଯାଇଥିଲେ ।

ଏହି ଘଟଣାର ଅଭିଯୋଗ ପରେ ଇନଫୋଭ୍ୟାଲି ଥାନା ପୁଲିସ ତଳକ୍ଷେତ ଛକରେ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସମ୍ପୃକ୍ତ ମୋବାଇଲ ଫୋନଟିକୁ ମଧ୍ୟ ଜବତ କରିବାରେ ସକ୍ଷମ ହୋଇଛନ୍ତି । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ଉକ୍ତ ମୋବଲେ ସମ୍ବନ୍ଧୀୟ କୌଣସି କାଗଜପତ୍ର ଦେଖାଇ ପାରିନଥିବା ବେଳେ ତାହା ଏକ ଚୋରା ଫୋନ ବୋଲି ସ୍ଵୀକାର କରିଥିଲେ ।ତଦନ୍ତ ଶେଷରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Name & Address of Accused person:

1.                Ritik kumar @Tapu Sahoo (19), S/O- Sarat Kumar Sahoo of Sarbodaya Nagar, Dolamandap Sahi, PS- Town, Dist- Puri.

Article Seized:

1.                One Mobile Phone.

LEAVE A REPLY

Please enter your comment!
Please enter your name here