Crime File: Info Valley PS Case No-49, illegal liquor trader arrested

0
354

By Biswanath Dash

BHUBANESWAR: Ref: Info Valley PS Case No-49, Dt-17.02.2023, U/S- 52 (a) The Odisha Excise Act.PO: Bhatakuri Village Chhaka, PS- Info Valley, BBSR UPD.

Gist of the FIR:

ଇନଫୋଭ୍ୟାଲି ଥାନା ପୁଲିସ ବେଆଇନ ଦେଶୀମଦ ବିକ୍ରି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ଇନଫୋଭ୍ୟାଲି ଥାନାର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଭାଟକୁରୀ ଛକ ନିକଟରେ ଦେଶୀ ମଦ ବେଆଇନ ଭାବେ ସାଧାରଣ ଲୋକଙ୍କୁ ବିକ୍ରି କରୁଥିବା ନେଇ ସୂଚନା ପାଇଥିଲେ । ଏହି ସୂଚନା ଆଧାରରେ ସମ୍ପୃକ୍ତ ଟିମ ଘଟଣା ସ୍ଥଳରେ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ମୋଟ ୭ଲିଟର ଆସ୍କ-୪୦ ଦେଶୀମଦ ଜବତ କରିଥଲେ । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ଏହି ଦେଶୀମଦ ସାଧାରଣ ଲୋକଙ୍କୁ ବେଆଇନ ଭାବେ ବିକ୍ରି କରୁଥିବା କଥା ସ୍ଵୀକାର କରିଥିଲେ ।ତଦନ୍ତ ଶେଷରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Name & Address of Accused person:

Kuna @Rasmiranjan Dehuri (23), S/O- Sudarsan Dehuri of Vill- Bhatakuri, PS- Info Valley, Bhubaneswar UPD.

Article Seized:

7ltrs of Aska-40 ID liquor.

LEAVE A REPLY

Please enter your comment!
Please enter your name here