Crime File: Bharatpur PS Case No-121, accused arrested

0
473
Styabrata Behera @Rabi Behera (23), S/O- satrughna Behera of Vill- Retanga, PS- Delanga, Dist- Puri.

By Biswanath Dash

BHUBANESWAR: Bharatpur PS Case No-121, dtd.08.03.2023, U/S- 452/341/354/506 IPC/8 POCSO Act.

Gist of the FIR:

ଗତ ତା.୧୮.୦୩.୨୦୨୩ ରିଖରେ ଅଭିଯୋଗକାରୀଙ୍କ ଅଭିଯୋଗକ୍ରମେ ଭରତପୁର ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା । ଭରତପୁର ଥାନା ପୁଲିସ ମାମଲାର ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ପୂର୍ବରୁ ଅଭିଯୋଗକାରୀଙ୍କ ଘରେ ରଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଘଟଣା ଦିନ ଅପରାହ୍ନରେ ନାବାଳିକା ପୀଡିତା ଜଣକ ଘରେ ଏକୁଟିଆ ଥିବା ଦେଖି ଅଭିଯୁକ୍ତ ଜଣକ ତାଙ୍କୁ ବିବାହ ଲାଗି ପ୍ରସ୍ତାବ ଦେଇଥିଲେ । ନାବାଳିକା ପୀଡ଼ିତା ଜଣକ ମନା କରିବାରୁ, ନିମ୍ନୋକ୍ତ ଅଭିଯୁକ୍ତ ତାଙ୍କୁ ନାନପ୍ରକାର ଧମକ ଦେବା ସହିତ ଅସଦାଚରଣ କରିଥିଲେ ।

ଏହି ସମୟରେ ତାଙ୍କ ଚିତ୍କାର ଶୁଣି ପାଖରେ ଥିବା ପଡୋଶୀ ପୀଡିତାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତଙ୍କୁ କାବୁ କରି ପୁଲିସ ଜିମା ଦେଇଥିବା ବେଳେ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ଭରତପୁର ଥାନା ପୁଲିସ ତାଙ୍କୁ ଗିରଫ କରିଥିଲେ । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।

ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି  ।

Name & Address of Accused person:            

1.                Styabrata Behera @Rabi Behera (23), S/O- satrughna Behera of Vill- Retanga, PS- Delanga, Dist- Puri.

LEAVE A REPLY

Please enter your comment!
Please enter your name here