Crime File- Balianta PS Case No-108, two accused forwarded to Court

0
438
Bhabagrahi Ojha (44), S/o- Bansidhara Ojha of Rayatpada, PO- kakarudrapaur, PS- Balianta, Bhubaneswar UPD, Anil Ojha @Sunu @Sonu (23), S/O- Nabaghana Ojha of Rayatpada, PO- kakarudrapaur, PS- Balianta, Bhubaneswar UPD.

By Our Correspondent

BHUBANESWAR: Balianta PS Case No-108, dtd.11.03.2023, U/S- 341/323/325/294/354/506/307/34 IPC. Rayatpada, PS- Balianta, Bhubaneswar UPD.

Gist of the FIR:

ଗତ ତା.୧୧.୦୩.୨୦୨୩ ରିଖରେ ଅଭିଯୋଗକାରୀ ଶ୍ରୀ ଗୋପାଳ କୃଷ୍ଣ ଭଟ୍ଟଙ୍କ ଅଭିଯୋଗକ୍ରମେ ବାଲିଅନ୍ତା ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା । ବାଲିଅନ୍ତା ଥାନା ପୁଲିସ ମାମଲାର ତଦନ୍ତ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଏବଂ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ରୟତପଡା ଅଞ୍ଚଳର ବାସିନ୍ଦା ଅଟନ୍ତି । ଘଟଣା ଦିନ ଅପରାହ୍ନରେ ଅଭିଯୋଗକାରୀ ଜଣକ ଘରେ ଅନୁପସ୍ଥିତ ଥିବା ବେଳେ, ନିମ୍ନୋକ୍ତ ଦୁଇଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ ଅଭିଯୋଗକାରୀଙ୍କ ପତ୍ନୀଙ୍କୁ ଅଶ୍ରାବ୍ୟ ଭାଷଘରେ ଗାଳିଗୁଲଜ କରିବା ସହିତ ଅସଦାଚରଣ କରିଥିଲେ । ଏହି ସମୟରେ ଅଭିଯୋଗକାରୀ ଜଣକ ଘରକୁ ଫେରି ସବୁ ଜାଣିବା ପରେ, ସେଭଳି ନକରିବା ଲାଗି ଅଭିଯୁକ୍ତ ମାନଙ୍କୁ ବାରଣ କରିଥିଲେ ।

 ଏଥିରେ ଅଭିଯୁକ୍ତ ମାନେ ହଠାତ ଉତକ୍ଷିପ୍ତ ହୋଇ ବାଉଁଶ ଠେଙ୍ଗା ଏବଂ ଏକ କଟୁରୀ ସାହାଯ୍ୟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହ ଘଟଣାରେ ଅଭିଯୋଗକାରୀଙ୍କ ଶରୀରର ବହୁ ସ୍ଥାନରେ ଗଭୀର ଆଘାତ ଲାଗିବା ସହିତ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ । ଘଟଣାର ଅଭିଯୋଗ ପରେ ବାଲିଅନ୍ତା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଚଢଉ କରି  ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ପଚରା ଉଚରା ସମୟରେ ଉଭୟ ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିଥିଲେ ।

ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ଅନ୍ଯ ସହଯୋଗୀ ମାନଙ୍କୁ ଗିରଫ କରିବା ଲାଗି ଚଢଉ ଜାରି ରହିଛି  ।

Name & Address of Accused person:           

1.         Bhabagrahi Ojha (44), S/o- Bansidhara Ojha of Rayatpada, PO- kakarudrapaur, PS- Balianta, Bhubaneswar UPD.

2.         Anil Ojha @Sunu @Sonu (23), S/O- Nabaghana Ojha of  Rayatpada, PO- kakarudrapaur, PS- Balianta, Bhubaneswar UPD.

LEAVE A REPLY

Please enter your comment!
Please enter your name here