CM Urges not come to Naveen Niwas to celebrate Rakhi Purnima due to COVID-19

0
561
CM Urges not come to Naveen Niwas to celebrate Rakhi Purnima due to COVID-19

By Our Correspondent

BHUBANESWAR: ରାକ୍ଷୀ ପୁର୍ଣିମା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ  ରାଜ୍ୟ ବାସୀଙ୍କୁ ଅଭିନନ୍ଦନ  ଜଣାଇଛନ୍ତି .

 କୋଭିଡ କୁ ଦୃଷ୍ଟିରେ ରଖି   ଗହଳି  ନ କରି ଜନସାଧାରଣ ନିରାପଦ ରେ ରକ୍ଷା ବନ୍ଧନ  ପର୍ବ ପାଳନ କରିବା  ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ  ଦେବା ସହିତ,

ଆଗାମୀ କାଲି ରକ୍ଷା ବନ୍ଧନ  ପାଇଁ ନବୀନ ନିବାସ କୁ ନ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି.

LEAVE A REPLY

Please enter your comment!
Please enter your name here