CM Condoles the death of Padma Shri Eminent Scientist Prof PK Jena

0
549
Padma Shri Eminent Scientist Prof PK Jena

By Our Correspondent

BHUBANESWAR:   ‘ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଜେନାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜ୍ଞାନ ଓ ଗବେଷଣା ବିଶେଷ କରି ଧାତବ ବିଜ୍ଞାନ କ୍ଷେତ୍ରରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।,’ Odisha CM Naveen Patnaik said in a tweet. ଡକ୍ଟର ଜେନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବୈଜ୍ଞାନିକ ପରାମର୍ଶଦାତା ଥିଲେ ।

ବିଶିଷ୍ଠ ବୈଜ୍ଞାନିକ ତଥା ଓଡ଼ିଶାରେ ବିଜ୍ଞାନ ଭିତ୍ତିଭୂମି ସ୍ଥାପନର ପ୍ରମୂଖ ବ୍ୟକ୍ତିତ୍ୱ ଏବଂ ପୂର୍ବତନ ରାଷ୍ଟ୍ରପତି ଏ ପି ଜେ ଅବଦୁଲ କାଲାମଙ୍କ ପରମ ମିତ୍ର  ପଦ୍ମଶ୍ରୀ ଡକ୍ଟର  ପ୍ରଫୁଲ୍ଲ କୁମାର ଜେନା ଆଉ ଆମ ଗହଣରେ  ନାହାନ୍ତି । ଆଜି 92 ବର୍ଷ ବୟସରେ ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ସ୍ୱର୍ଗବାସ ହୋଇଛି ।

ଡକ୍ଟର ଜେନା ପ୍ରଥମ ଓଡ଼ିଆ ଯିଏ କି ଭାରତ ସରକାରଙ୍କ କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (CSIR) ମହାନିର୍ଦେଶକ ଥିଲେ . Institute of Physics, Science Park , RRL ଏବଂ ପଠାଣି ସାମନ୍ତ ପ୍ଲାନେଟୋରିଅମ ପ୍ରତିଷ୍ଠାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here