Chandaka PS Case No-228, illegal liquor trader arrested

0
360
Rabi Digi (45), S/o- Lt. Krushna Digi, At- Salabari Munda Sahi, Ketani, PS- Chandaka, Dist- Khordha.

By Our Correspondent

BHUBANESWAR:   Chandaka PS Case No-228, dtd.07.07.2023, U/S-52 (a) Odisha Excise Act.PO-At Salabari, Mundasahi, Ketani, PS- Chandaka, Bhubaneswar UPD.

Gist of the Case:

ଚନ୍ଦକା ଥାନା ପୁଲିସ ବେଆଇନ ଦେଶୀ ମଦ ବିକ୍ରୟ ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି .ସୂଚନାଯୋଗ୍ୟ ଯେ, ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଚନ୍ଦକା ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ୍ ଥାନା ଅନ୍ତର୍ଗତ ଶାଳବାରି ମୁଣ୍ଡା ସାହିରେ ଚଢଉ କରିବା ସହ ସର୍ବସାଧାରଣରେ ବେଆଇନ ଦେଶୀ ମଦ ବିକ୍ରି ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।

ତଲାସି ବେଳେ ଅଭିଯୁକ୍ତଙ୍କ ହେପାଜତରୁ ମୋଟ ୨୦ଲିଟର ଦେଶୀମଦ ଜବତ କରାଯାଇଥିଲା । ପଚରା ଉଚରା ବେଳେ, ଅଭିଯୁକ୍ତ ଏହି ଦେଶୀ ମଦ ବିକ୍ରୟ ନେଇ କୌଣସି ବୈଧ ଲାଇସେନ୍ସ ଦେଖାଇପାରି ନଥିବା ବେଳେ, ଉକ୍ତ ଦେଶୀ ମଦକୁ ବେଆଇନ ଭାବରେ ସର୍ବସାଧାରଣରେ ବିକ୍ରୟ କରୁଥିବା ଦର୍ଶାଇଥିଲେ ।  ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons: (PS Case No.223)

1.         Rabi Digi (45), S/o- Late. Krushna Digi, At- Salabari Munda Sahi, Ketani, PS- Chandaka, Dist- Khordha.

Seizure:

1.         Total 20ltrs of ID Liquor.

LEAVE A REPLY

Please enter your comment!
Please enter your name here