Capital PS Case No 264, bike theft gang busted, 3 held, 16 bikes seized

0
427

By Biswanath Dash

BHUBANESWAR:  Capital PS Case No 264, dtd.26.04.2023, U/s- 379 IPC.PO: At Forest Park, PS- Capital, Bhubaneswar UPD.

Gist of the FIR:

ଗତ ତା ୨୬.୦୪.୨୦୨୩ ରିଖରେ ଅଭିଯୋଗକାରୀ ଶ୍ରୀକାନ୍ତ ପରିଡାଙ୍କ ଅଭିଯୋଗ ଭିତ୍ତିରେ କ୍ୟାପିଟାଲ ଥାନା ପୁଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ କୁମାର ରେଡ୍ଡୀଙ୍କ ସହ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଘଟଣା ଦିନ ଶ୍ରୀକାନ୍ତ ଫରେଷ୍ଟ ପାର୍କ କୁ ଯାଇଥିବା ସମୟରେ ତାଙ୍କର ମୋଟରସାଇକେଲ ଟିକୁ ପାର୍କ ନିକଟରେ ପାର୍କିଂ କରି ରଖିଥିଲେ । କିଛି ସମୟ ଅନ୍ତରାଳରେ ଫେରିବା ପରେ ତାଙ୍କର ମୋଟରସାଇକେଲଟିକୁ ପାର୍କିଂ କରି ରଖିଥିବା ସ୍ଥାନରେ ପାଇ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ବହୁତ ଖୋଜ ଖୋଜି କରିବା ଏନେଇ କ୍ୟାପିଟାଲ ଥାନାରେ ଏକ ମୋଟରସାଇକେଲ ଚୋରୀ ଜନିତ ମାମଲା ରୁଜୁ କରିଥିଲେ ।

ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ଆଜି ବିଶେଷ ସୂତ୍ରରୁ ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଚଢଉ କରିବା ବେଳେ ଅଭିଯୁକ୍ତ ସୁକାନ୍ତକୁ ଅନ୍ୟ ଏକ ମୋଟରସାଇକେଲରେ ଖସି ପଳାଉଥିବା ସମୟରେ କାବୁ କରିବାରେ ସକ୍ଷମ ହୋଇଥିଲେ । ନିରନ୍ତର ପଚରାଉଚରା ପରେ ସୁକାନ୍ତ ପୂର୍ବରୁ ଚୋରି କରିଥିବା ଅନ୍ୟ କିଛି ମୋଟରସାଇକେଲ ଏବଂ ତାଙ୍କର ବିଷୟରେ ତଥ୍ୟ ପ୍ରକାଶ କରିଥିଲେ। କ୍ୟାପିଟାଲ ଥାନା ପୁଲିସ ତଥ୍ୟ ଆଧାରରେ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କିଛି ଚୋରୀ ମୋଟରସାଇକେଲ ଏବଂ ମୋଟରସାଇକେଲ ଯନ୍ତ୍ରାଂଶ ଜବତ ମଧ୍ୟ କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ଘଟଣାର ପୃଷ୍ଠଭୂମି;-

ଅଭିଯୁକ୍ତ ସୁକାନ୍ତ ରେଡ୍ଡୀ ପ୍ରଥମେ ବିଜୁ ପଟ୍ଟନାୟକ ପାର୍କ (ଫରେଷ୍ଟ ପାର୍କ), କ୍ୟାପିଟାଲ୍ ହସ୍ପିଟାଲ୍ ପାର୍କିଂ, ୟୁନିଟ୍-୧, ୟୁନିଟ୍-୨, ବାପୁଜୀ ନଗର, ଏବଂ ଅଶୋକ ନଗର ପାର୍କିଂ ଅଞ୍ଚଳରେ ପାର୍କିଂ ହୋଇଥିବା ପୁରୁଣା ମୋଟରସାଇକେଲ ଗୁଡିକୁ ପ୍ରଥମେ ଚିହ୍ନଟ କରୁଥିଲେ। ପରବର୍ତ୍ତୀ ସମୟରେ ସୁକାନ୍ତ ସୁଯୋଗ ଦେଖି ପାଖରେ ରଖିଥିବା ମାଷ୍ଟର ଚାବି ବ୍ୟବହାର କରି ମୋଟରସାଇକେଲ ଗୁଡିକୁ ଚୋରୀ କରୁଥିଲେ ଏବଂ ସେଗୁଡିକୁ ନେଇ ଯାଇ ରେଳ ପାର୍କିଂରେ କିମ୍ବା ଅନ୍ୟାନ୍ୟ ଦେୟ ପାର୍କିଂ ସ୍ଥାନରେ ପାର୍କିଂ କରି ରଖୁଥିଲେ । ୨ ରୁ ୩ ଦିନର ଅନ୍ତରାଳରେ ପୁନର୍ବାର ଚୋରୀ ମୋଟରସାଇକେଲ ଗୁଡିକୁ ଶ୍ରୀରାମ ନାଗରରେ ଥିବା ତାଙ୍କ ଗ୍ୟାରେଜକୁ ଆଣି ଗାଡିଗୁଡିକର ଅଂଶକୁ ପୃଥକ କରୁଥିଲେ । ସୁକାନ୍ତ ଏହି ଚୋରୀରେ ଗତ କିଛି ବର୍ଷ ଜଡ଼ିତ ଥିବା ସହ ଏଥିରେ ତାଙ୍କର କିଛି ସହଯୋଗୀ ଉକ୍ତ ଉକ୍ତ ମୋଟରସାଇକେଲର ପୃଥକ ଯନ୍ତ୍ରାଂଶକୁ ବିଭିନ୍ନ ଭଙ୍ଗାରିବାଲାଙ୍କୁ  ବିକ୍ରୟ କରୁଥିଲେ । ସୁକାନ୍ତ ସାଧାରଣତ ପ୍ରାତଃ ଭ୍ରମଣ କରୁଥିବା ବ୍ୟକ୍ତି ମାନଙ୍କୁ ଟାର୍ଗେଟ କରି ସକାଳେ ଚୋରି କରୁଥିଲେ ।

Name & Address of Accused persons:

N. Sukanta Kumar Reddy (37) S/o N. Parsuram Reddy At-main Road Bada Bazar Ps/Dist-Ganjam A/present- Lane -2, Mahaveer Nagar, Samantraypur PS-Shree Lingraj, Khurda, Bhubaneswar.

Soumitra Das (38) S/o Subal Das Vill- Ojan Badi PS Janka Dist- East Medinpur West Bengal at/pr- Surya Nagar Mahaveer Sasan PS-Shree Lingraj, Khurda, Bhubaneswar

Gunadhar Mirda (38) S/o- Lt Satyan Mirda Vill- Kadira Bacha Ps- Costal Dist- East Medinpur, West Bengal at/pr- Gada Mahaveer Sisu palgarh Ps-Dhauli, Khurda, Bhubaneswar.

Somanath Das (48) S/o- Lt Chinmaya Das Vill- Ojan Badi Ps- janka Dist- East Medinpur West Bengal at/pr- Surya Nagar Mahaveer Sasan PS Shree Lingraj, Khurda, Bhubaneswar.

Article Seized:

16 numbers of motor cycles

17 numbers motor of cycle parts

8 numbers of wheel

25 numbers of m/c seats

8 numbers of dicky

18 numbers of visors 7

2 numbers of tank

2 numbers of engine and other m/c parts.

LEAVE A REPLY

Please enter your comment!
Please enter your name here